ଜଙ୍ଗଲରୁ ଯୁବତୀଙ୍କ ଶବ ଉଦ୍ଧାର
ଅନୁଗୁଳ: ଅନୁଗୁଳ ବ୍ଲକ ତଥା ଜଗନ୍ନାଥପୁର- ଟାଇଁସି ରାସ୍ତା ପାର୍ଶ୍ଵ ସୋରିଷପଦା ଜଙ୍ଗଲରୁ ଜଣେ ଯୁବତୀଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ରବିବାର ଅପରାହ୍ନରେ ଗୋରୁ ଧରି କିଛି ଗାଈଆଳ ଜଙ୍ଗଲରୁ ଫେରୁଥିବା ବେଳେ କ୍ଷତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ। ଖବର…
ଅନୁଗୁଳ: ଅନୁଗୁଳ ବ୍ଲକ ତଥା ଜଗନ୍ନାଥପୁର- ଟାଇଁସି ରାସ୍ତା ପାର୍ଶ୍ଵ ସୋରିଷପଦା ଜଙ୍ଗଲରୁ ଜଣେ ଯୁବତୀଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ରବିବାର ଅପରାହ୍ନରେ ଗୋରୁ ଧରି କିଛି ଗାଈଆଳ ଜଙ୍ଗଲରୁ ଫେରୁଥିବା ବେଳେ କ୍ଷତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ। ଖବର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପୁଣି ଦଲାଲ ସକ୍ରିୟ ହୋଇଛନ୍ତି l ଲୋଭ ଦେଖାଇ ଜଣେ ନିରୀହ ଲୋକଠାରୁ ୬୫୦ ଟଙ୍କା, ଆଧାର କାର୍ଡ, ବ୍ୟାଙ୍କ ପାସ୍ ବୁକ୍ ନେଇଯାଇଛନ୍ତି l ଶନିବାର ମଧ୍ୟାହ୍ନ ରେ ପୁରୁଣାଗଡ଼ ଗ୍ରାମର…
ଅନୁଗୁଳ: ଗତ ଏକ ସପ୍ତାହ ଧରି ଟିପର ମାଲିକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ତାଳଚେର ଅଞ୍ଚଳରୁ ଅନୁଗୁଳକୁ ବାଲି ଯୋଗାଣ ବ୍ୟାହତ ହୋଇଛି। ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବାଲି ଟ୍ରିପ୍ ୨୩୦୦ ଜାଗାରେ ଏବେ ୮୦୦୦ ଟଙ୍କାରେ ପହଞ୍ଚିଲାଣି। ଅନୁସନ୍ଧାନରୁ…
ଅନୁଗୁଳ: ଅନୁଗୁଳ ବସ୍ଷ୍ଟାଣ୍ତ, ବଜାର ସମେତ ବିଭିନ୍ନ ଛକ ଓ ସାହି ଭିତରେ ଏବେ ଅଢେ଼ଇ ଶହରୁ ଅଧିକ ଠେଲା ବ୍ୟବସାୟୀ ଘୂରି ବୁଲୁଛନ୍ତି। ଫଳ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରିବଟା କରୁଛନ୍ତି। ବେଲଗାମ୍ ଏହି ବ୍ୟବସାୟୀ ମନଇଚ୍ଛା ଯେଉଁଠି ପାରିଲେ…
ତାଳଚେର: ତାଳଚେର ଲିଙ୍ଗରାଜ କୋଇଲା ଖଣିରୁ ତେଲ ଚୋରି ବେଳେ ସୋମବାର ୬ ଜଣଙ୍କୁ କାବୁ କରିଛନ୍ତି ସୁରକ୍ଷାକର୍ମୀ। ସେମାନଙ୍କଠାରୁ ୫ଶହ ଲିଟର ଡିଜେଲ, ୩ଟି ବଲେରୋ ଗାଡି ଜବତ କରିଛି ପୁଲିସ୍। ଗିରଫ ଅଭିଯୁକ୍ତ ପରଜଙ୍ଗ ଥାନା କନ୍ଦରସିଙ୍ଗା ଗ୍ରାମର…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ ମହିଳାଙ୍କୁ ଦୁଷ୍କର୍ମ, ବ୍ଲାକମେଲିଂ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣେ ଟେଲର ମାଷ୍ଟରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅନୁଗୁଳ ଥାନା ଇଲାକା ଶାବଳଭଙ୍ଗା ମାଣପୁର ସାହିର ଟୁକୁନା ସାହୁ।…
ଅନୁଗୁଳ: ବୁଧବାର ସନ୍ଧ୍ୟାରେ ଅନୁଗୁଳ ଥାନା ମୂଷାପାପୁଲି ଗାଁରେ ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରଯାଇଛି।ହତ୍ୟାକାଣ୍ଡ । ରାତି ସାଢେ ୮ ଟା ସମୟରେ ରନ୍ତଲେଇ ଗ୍ରାମର ଦୁଷ୍ମନ୍ତ ସେନାପତି ଛକରେ ଠିଆ ହେଇଥିବା ବେଳେ କିଛି ଦୁର୍ବୃତ୍ତ ବନ୍ଧୁକ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶିକ୍ଷାନୁଷ୍ଠାନ ଅମଲାପଡ଼ା ପ୍ରାଥମିକ ସ୍କୁଲ୍ ବନ୍ଦ ହେବା ନେଇ କଳ୍ପନଜଳ୍ପନା ଆରମ୍ଭ ହୋଇଛି। ସ୍କୁଲ୍ରେ ମାତ୍ର ୩୦ ଜଣ ଛାତ୍ରଛାତ୍ରୀ ଏବେ ପଢୁ ଥିବାରୁ ସରକାରୀ ଯୋଜନା ଅନୁସାରେ ଏହାକୁ ଅନ୍ୟ ପାଖ ସ୍କୁଲ୍…
ଅନୁଗୁଳ: ଶନିବାର ସନ୍ଧ୍ୟାରେ ଅନୁଗୁଳର ଜନଗହଳିପୂର୍ଣ୍ଣ ତାମ୍ରିତ କଲୋନୀରେ ଏକ ଅଭାବନୀୟ ଘଟଣା ସ୍ଥାନୀୟ ଲୋକଙ୍କ ଛାତି ଥରାଇ ଦେଇଛି। ତିନି ଜଣ ଦୁବୃର୍ତ୍ତ ଏକ ବାଇକ୍ରେ ଆସି ନିର୍ମଳା ମେଡିସିନ୍ ଷ୍ଟୋର୍ରେ ହଙ୍ଗାମା କରିଥିଲେ। ଦୋକାନୀଙ୍କୁ ଏକ ଖଣ୍ତାରେ ଆକ୍ରମଣ…
ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଘରୋଇ ଜାଗାରେ ଚଳିତ ବର୍ଷ ବହୁ ମାର୍କେଟ୍ କମ୍ପ୍ଲେକ୍ସ ଗଢ଼ି ଉଠିଛି। ବସ୍ଷ୍ଟାଣ୍ତ, ଅମଲାପଡ଼ା, ଶିମିଳିପଡ଼ା, ଶଙ୍କର ସିନେମା ରୋଡ୍, ଗାନ୍ଧୀମାର୍ଗ ଆଦି ସ୍ଥାନଗୁଡ଼ିକରେ ବହୁତଳ ଆତ୍ତଳିକମାନ ଗଢି ଉଠିବା ସହ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଛି।ଘର…