ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ କରି ବିବାଦରେ କଂଗ୍ରେସ ନେତା ଅଧିର ଚୌଧୁରୀ, ବିଜେପିର ବିକ୍ଷୋଭ ପ୍ରଦର୍ଶନ
ଅନୁଗୁଳ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ କରି ବିବାଦରେ କଂଗ୍ରେସ ନେତା ଅଧିର ଚୌଧୁରୀ। ରାଷ୍ଟ୍ରପତିଙ୍କୁ ଏଭଳି ସମ୍ବୋଧନ କରିବା ଓଡ଼ିଆ ସ୍ବାଭିମାନକୁ ଏବଂ ସାରା ଦେଶକୁ ଅପମାନ ବୋଲି କହି ବିଜେପି ପକ୍ଷରୁ ଏବେ ସାରା ଦେଶରେ ବିକ୍ଷୋଭ…
