ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ପ୍ରସଙ୍ଗରେ ଆଲୋଚନା ବିଫଳ, ୪ରେ ତାଳଚେର ବନ୍ଦ

ତାଳଚେର : ତାଳଚେର ମେଡିକାଲ୍ କଲେଜକୁ ରାଜ୍ୟ ସରକାର ଶୀଘ୍ର ପରିଚାଳନା କରିବା ଦାବିରେ ଆସନ୍ତା ୪ ତାରିଖ ଦିନ ୧୨ ଘଣ୍ଟିଆ ତାଳଚେର ବନ୍ଦ କରାଯିବା ସହିତ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରାଯିବା ନେଇ କ୍ରିୟାନୁଷ୍ଠାନ କମିଟି…

Continue Readingମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ପ୍ରସଙ୍ଗରେ ଆଲୋଚନା ବିଫଳ, ୪ରେ ତାଳଚେର ବନ୍ଦ

ତାଳଚେର ଶକ୍ତି ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବଳଭଦ୍ରଙ୍କର ରଥ ତାଳଧ୍ଵଜର ଚକ

ଅନୁଗୁଳ: ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ଶକ୍ତି ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁ ଶ୍ରୀବଳଭଦ୍ରଙ୍କର ତାଳଧ୍ଵଜ ରଥର ଏକ ଚକ ପହଞ୍ଚିଛି। ଆଜି ସକାଳେ ପୁରୀ ଶ୍ରୀମନ୍ଦିରରୁ ଏହି ରଥ ଚକ ତାଳଚେରରେ ପହଞ୍ଚିଥିଲା। ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଶ୍ରଦ୍ଧାଳୁମାନେ…

Continue Readingତାଳଚେର ଶକ୍ତି ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବଳଭଦ୍ରଙ୍କର ରଥ ତାଳଧ୍ଵଜର ଚକ

‘ଆମ ପୁରାଣ ଆମ ସଂସ୍କୃତି ପରିବାର’ରେ ଯୋଗ ଦେଲେ ନୂଆ ସଦସ୍ୟ, ବିଭୂତି ଭୂଷଣ ସାହୁ ହେଲେ ସଭାପତି

ଅନୁଗୁଳ: ତାଳଚେରର ସାଂସ୍କୃତିକ ଅନୁଷ୍ଠାନ 'ଆମ ପୁରାଣ ଆମ ସଂସ୍କୃତି ପରିବାର'ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଏ ଅବସରରେ ନୂତନ କର୍ମକର୍ତ୍ତା ଚୟନ ସହ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ମାନସ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

Continue Reading‘ଆମ ପୁରାଣ ଆମ ସଂସ୍କୃତି ପରିବାର’ରେ ଯୋଗ ଦେଲେ ନୂଆ ସଦସ୍ୟ, ବିଭୂତି ଭୂଷଣ ସାହୁ ହେଲେ ସଭାପତି

ଆଉ ନାହାନ୍ତି ତାଳଚେରର ଜଣାଶୁଣା ଚିକିତ୍ସକ ସିଦ୍ଧେଶ୍ୱର ମିଶ୍ର, ୮୭ ବର୍ଷରେ ପରଲୋକ

ଅନୁଗୁଳ: ଆଉ ନାହାନ୍ତି ତାଳଚେରର ଜଣାଶୁଣା ଚିକିତ୍ସକ ସିଦ୍ଧେଶ୍ୱର ମିଶ୍ର। ସୋମବାର ୮୭ ବର୍ଷରେ ତାଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ହେଲାଣି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ପରଲୋକ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା, ଆଇନିଜୀବୀ…

Continue Readingଆଉ ନାହାନ୍ତି ତାଳଚେରର ଜଣାଶୁଣା ଚିକିତ୍ସକ ସିଦ୍ଧେଶ୍ୱର ମିଶ୍ର, ୮୭ ବର୍ଷରେ ପରଲୋକ

ଟଙ୍କା କେଇଟା ପାଇଁ ମା’କୁ ହତ୍ୟା କଲା ପୁଅ, ଥାନାରେ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କଲିୟାରୀ ଥାନା ଘଣ୍ଟପଡ଼ା ଗାଁ ନାକିଟି ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ମାତ୍ର ଟଙ୍କା କେଇଟା ପାଇଁ ମା'କୁ ହତ୍ୟା କରିଛି ପୁଅ। ମୃତ ମହିଳାଙ୍କ ନାଁ ଜୁଲେଇ ବିଶ୍ୱାଳ (୬୨)।…

Continue Readingଟଙ୍କା କେଇଟା ପାଇଁ ମା’କୁ ହତ୍ୟା କଲା ପୁଅ, ଥାନାରେ ଅଟକ

ହିଙ୍ଗୁଳା ପୀଠରେ ଦଶମ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା ଆୟୋଜିତ

ତାଳଚେର: ରଜ ସଂକ୍ରାନ୍ତି ଅବସରରେ ତାଳଚେର ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ପୀଠରେ ଦଶମ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ମା' ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ପରିଷଦର ସମ୍ପାଦକ ତଥା ବରିଷ୍ଠ ଶିକ୍ଷାବିତ୍ ଜଗନ୍…

Continue Readingହିଙ୍ଗୁଳା ପୀଠରେ ଦଶମ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା ଆୟୋଜିତ

ବ୍ରାହ୍ମଣୀ ନଦୀ ଘାଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ମଙ୍ଗଳବାର ସନ୍ଧ୍ୟାରେ ତାଳଚେର ବ୍ଲକ୍ କଙ୍କିଳି ଗାଁ ହନୁମାନ ମନ୍ଦିର ବ୍ରାହ୍ମଣୀ ନଦୀ ଘାଟ ନିକଟରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଗାଁ ଲୋକେ ଶୌଚ ହେବାକୁ ଯାଇଥିବା ବେଳେ ମହିଳାଙ୍କ ଶବ ଦେଖିଥିଲେ। ଖବର ପାଇ…

Continue Readingବ୍ରାହ୍ମଣୀ ନଦୀ ଘାଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଘରର ସବୁ ଆସବାବ ପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଧରମପୁର ଗାଁର ବୃନ୍ଦାବନ ବେହେରାଙ୍କ ଘରେ ଆଜି ନିଆଁ ଲାଗି ସମସ୍ତ ଆସବାବପତ୍ର ଜଳି ପୋଡ଼ି ନଷ୍ଟ ହୋଇଛି। ସୂଚନା ଅନୁସାରେ, ଆଜି ଭୋର ୪ଟା ରେ ଘରେ ସମସ୍ତେ ଶୋଇଥିବା ବେଳେ…

Continue Readingଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଘରର ସବୁ ଆସବାବ ପତ୍ର

ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ଗଣଧାରଣା

ତାଳଚେର: ୫ ଦଫା ଦାବି ନେଇ ଆଜି ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ତରଫରୁ ସଭାପତି ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ଭରତପୁର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇ ଦାବି ପତ୍ର ପ୍ରଦାନ କରାଯାଇଛି। ସଂଘର କହିବାନୁସାରେ, ତାଳଚେର…

Continue Readingତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ଗଣଧାରଣା

କେନ୍ଦ୍ରୀୟ ଚଷା ସମାଜର ୭ମ ବାର୍ଷିକ ସମ୍ମିଳନୀ ଆୟୋଜିତ

ତାଳଚେର: କେନ୍ଦ୍ରୀୟ ଚଷା ସମାଜ ପକ୍ଷରୁ ସପ୍ତମ ବାର୍ଷିକ ସମ୍ମିଳନୀ ପାଳିତ ହୋଇଛି। ସ୍ଥାନୀୟ ରେଙ୍ଗାଲି ସରସ୍ୱତୀ ବିଦ୍ୟା ମନ୍ଦିର ଶାରଦା ମଣ୍ଡପରେ ସଭାପତି ମକୁନ୍ଦ ଚନ୍ଦ୍ର ସାହୁ ଚଷା ସମାଜର ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ…

Continue Readingକେନ୍ଦ୍ରୀୟ ଚଷା ସମାଜର ୭ମ ବାର୍ଷିକ ସମ୍ମିଳନୀ ଆୟୋଜିତ