Browsing Tag

Talcher

ଯୁବକଙ୍କୁ ଲୁଟ୍‌ପାଟ, ଛଡେ଼ଇ ନେଲେ ମୋବାଇଲ୍‌

ତାଳଚେର: ବିକ୍ରମପୁର ଥାନା ଇଲାକା ମୁଣ୍ତାବଜାର ନିକଟରେ ଜଣେ ଯୁବକ ଲୁଟ୍‌ପାଟର ଶିକାର ହୋଇଛନ୍ତି। ଦୁଇ ଦୁବୃର୍ତ୍ତ ତାଙ୍କୁ ମାର‌୍‌ପିଟ୍‌ କରବା ସହ ତାଙ୍କ ଠାରୁ ମୋବାଇଲ୍‌ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ର…
Read More...

୫ ବଖରା ଭସ୍ମୀଭୂତ

ତାଳଚେର: ଶୁକ୍ରବାର ସକାଳେ ତାଳଚେର ପୌରାଞ୍ଚଳର କିଶୋରଗଞ୍ଜ ପାଟଣା ସାହିର ବୁଲୁ ସିଂହଙ୍କ ଘରେ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏହି ଅଗ୍ନିକାଣ୍ଡରେ ୫ବଖରା ଘର…
Read More...

ତାଳଚେର ଡାକ୍ତରଖାନାରେ କୋଭିଡ୍ ଟିକାକରଣ ଆରମ୍ଭ

ତାଳଚେର: ତାଳଚେର ସରକାରୀ ମୁଖ୍ୟ ଡାକ୍ତରଖାନାରେ ଗୁରୁବାର କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତାଳଚେର ଏଡିଏମ୍‌ଓ ଡା. କେ. ମହନ୍ତ, ଥାନା ଆଇଆଇସି ସତ୍ୟବ୍ରତ ରାଉତ, ପୌରନିର୍ବାହୀ ଅଧିକାରିଣୀ ରଶ୍ମୀରେଖା…
Read More...

ବାଲି, ପଥର ବୋଝେଇ ୩ ହାଇୱା ଜବତ

ବଅଁରପାଳ: ତାଳଚେର ଅଞ୍ଚଳରୁ ବେଆଇନ୍ ଭାବରେ ବାଲି,ପଥର ଚାଲାଣ ବେଳେ ତିନିଟି ହାଇ ବଅଁରପାଳ ତହସିଲ ପ୍ରଶାସନ ହାତରେ | ଧରାପଡ଼ିଛି । ତହସିଲଦାର ଜିତେନ୍ଦ୍ର କୁମାର ସାହୁ ଶନିବାର ପୂର୍ବାହ୍ନରେ ନାଲକୋ ଗିରାଟ ରାସ୍ତାରେ…
Read More...

ତାଳଚେର ପୁସ୍ତକମେଳା ବାତିଲ

ତାଳଚେର: ମହାମାରୀ କରୋନାକୁ ଦୃଷ୍ଟିରେ ରଖୁ ଚଳିତ ବର୍ଷ ଜାନୁୟାରୀ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅଷ୍ଟାଦଶ ତାଳଚେର ପୁସ୍ତକ ମେଳା ବାତିଲ କରିଦିଆଯାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ତାଳଚେର…
Read More...

ସୁରକ୍ଷାକର୍ମୀଙ୍କୁ ଆକ୍ରମଣ, ସୁପରଭାଇଜର ଗିରଫ

ଅନୁଗୁଳ: କଣିହାଁ ବ୍ଲକ୍‌ ରେଙ୍ଗାଳି ଥାନା ଅହଲ୍ୟାଛକ ନିକଟ ପାୱାର ଗ୍ରୀଡ୍‌ରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ସ˚ସ୍ଥାର ସୁପରଭାଇଜର‌୍‌ଙ୍କୁ ପୁଲିସ୍‌  ଗିରଫ କରିଛି। ପୁଲିସ୍‌…
Read More...

ଡକାୟତି ଯୋଜନା ବିଫଳ, ଯୋଜନା କରୁଥିବା ବେଳେ କାବୁ କଲା ପୁଲିସ୍

ଅନୁଗୁଳ: ବିଳମ୍ବିତ ରାତିରେ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଇବାକୁ ଯୋଜନା ଚଳାଇଥିବା ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି ନାଲ୍‌କୋନଗର ଥାନା ପୁଲିସ୍‌। ସୋମବାର ବିଳମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ଏହି ଲୁଟେରା…
Read More...

ଘର ପୋଡ଼ିଦେଲା ମଦ୍ୟପ ପୁଅ

ତାଳଚେର: ତାଳଚେର କୋଲିୟରୀ ଥାନା ଇଲାକା ଭରତପୁର ସିଏଚ୍‌ପି ହାଟି˚ରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ମଦ୍ୟପ ପୁଅ ଘରେ ନିଆଁ ଲଗାଇଦେଇଥିବା ଥାନାରେ ଅଭିଯୋଗ ହୋଇଛି।…
Read More...

ବନ୍ଧୁ ପତ୍ନୀଙ୍କୁ ବଳାତ୍କାର ଅଭିଯୋଗ

ତାଳଚେର: ବନ୍ଧୁ ପତ୍ନୀଙ୍କୁ ବଳାତ୍କାର ଅଭିଯୋଗରେ ତାଳଚେର କୋଇଲା ଖଣି ଅଞ୍ଚଳରେ ଜଣେ ଏମ୍‌ସିଏଲ୍‌ କର୍ମଚାରୀଙ୍କୁ ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ସୂତ୍ରରୁ ପ୍ରକାଶ ଯେ, ତାଳଚେର କୋଇଲା କ୍ଷେତ୍ରରେ ଇପି ଫିଟର ଭାବେର…
Read More...

ପିଏମ୍‌ଆଇଟିଠାରେ ଗ୍ରାମାଞ୍ଚଳ ଭଲିବଲ୍‌ ଟୁର୍ନାମେଣ୍ଟ

ତାଳଚେର: ବିକାଶ ଫାଉଣ୍ତେସନ୍‌ ଟ୍ରଷ୍ଟ ଆନୁକୂଲ୍ୟରେ ତାଳଚେର ପବିତ୍ର ମୋହନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ପିଏମ୍‌ଆଇଟି) ଖେଳ ପଡ଼ିଆରେ ଗ୍ରାମାଞ୍ଚଳ ଭଲିବଲ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗତ ୯ ତାରିଖରୁ…
Read More...
error: Content is protected !!