Browsing Tag

Talcher

ନାବାଳିକା ବିବାହ ବନ୍ଦ୍ କଲା ପ୍ରଶାସନ

ଅନୁଗୁଳ: ବାଲ୍ୟ ବିବାହ ପ୍ରଥାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ କଠୋର ଏବଂ ସକ୍ରିୟ ହୋଇପଡ଼ିଛି । ଜିଲ୍ଲାପାଳ ସମସ୍ତ ସରପଞ୍ଚଙ୍କୁ ବାଲ୍ୟ ବିବାହକୁ ରୋକିବା ଓ ଲୋକମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ପାଇଁ ଚିଠି କରିବା…
Read More...

ଲିଙ୍ଗରାଜ କୋଇଲା ଖଣିରେ ଅଘଟଣ

ଅନୁଗୁଳ: ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ଜଣେ ସୁରକ୍ଷା କର୍ମୀ କୋଇଲା ଚୋରଙ୍କୁ ଧରିବାକୁ ଯାଇ ତତଲା ପାଉଁଶରେ ପଡ଼ି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ମୁତାବକ,…
Read More...

୨ ବାଇକ୍ ଚୋରାଇ ନେଲେ ଦୁର୍ବୃତ୍ତ

ଅନୁଗୁଳ: କୋଲିୟରୀ ଥାନା ଇଲାକାରେ ବାଇକ୍ ଚୋରି ବୃଦ୍ଧି ପାଇବାରେ ଲାଗିଛି । ଶନିବାର ମଝିକା ଓ କଳମଛୁଇଁରୁ ପୃଥକ ଭାବେ ୨ଟି ବାଇକ୍ ଚୋରି ହୋଇଯାଇଛି । ସୂଚନା ମୁତାବକ, କୋଲିୟରୀ ଥାନା ସୋଲଡା ଗ୍ରାମର ବିକାଶ ବେହେରା କଳମଛୁଇଁ…
Read More...

ଦମ୍ପତିଙ୍କୁ ଆକ୍ରମଣ କରି ସୁନାହାର ଲୁଟ୍ ଉଦ୍ୟମ

ଅନୁଗୁଳ: ତାଳଚେର ଥାନା ଇଲାକାରେ ଛିନ୍‌ତାଇ ଥମିବାର ନାଁ’ ନେଉନି । ପୁଲିସ୍ ଶୁକ୍ରବାର ଏକ ଛିନ୍‌ତାଇ ଗ୍ୟାଙ୍ଗକୁ କାବୁ କରିଥିବା ବେଳେ ସେପଟେ ଭୁବନେଶ୍ୱରୀ କୋଇଲା ଖଣି ରାସ୍ତାରେ ଦମ୍ପତିକୁ ଆକ୍ରମଣ କରି ସୁନା ହାର ଲୁଟ୍…
Read More...

୭ରୁ ସର୍ବଭାରତୀୟ ହେମସୁରପଡ଼ା କପ୍ ଫୁଟବଲ୍

ଅନୁଗୁଳ: ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଆନୁକୂଲ୍ୟରେ ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦଶମ ସର୍ବଭାରତୀୟ ହେମସୁରପଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଟାଉନ ହାଇସ୍କୁଲ ଖେଳପଡ଼ିଆରେ ଖେଳାଯିବାକୁ ଥିବା ଏହି ମେଗା…
Read More...

ନାହାନ୍ତି ଡାକ୍ତର, ରୋଗୀଙ୍କୁ ଫାର୍ମାସିଷ୍ଟ ଭରସା

ତାଳଚେର: କଣିହାଁ ବ୍ଲକ୍ ପବିତ୍ରନଗର ସ୍ବାସ୍ଥ୍ୟକେନ୍ଦ୍ରରେ ୫ ମାସ ହେଲା ଡାକ୍ତର ନଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତର ନଥିବା ବେଳେ ଫାର୍ମାସିଷ୍ଟଙ୍କ ଭରସାରେ ରୋଗୀସେବା ଚାଲିଛି ।…
Read More...

ଦାଶନାଳୀରୁ ୩ ଅଜଗର ଉଦ୍ଧାର

ଅନୁଗୁଳ: ତାଳଚେର ସହର ଉପକଣ୍ଠ ଦାଶନାଳୀ ଅଞ୍ଚଳରୁ ରବିବାର ୩ଟି ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଦାଶନାଳୀ ଅଞ୍ଚଳରେ ଜଣେ ବ୍ୟକ୍ତି ଏକ ଅଜଗର ସାପକୁ ଦେଖିବା ପରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ପରେ ଅନୁଗୁଳ…
Read More...

ସୀମା ଟପିଲାଣି ଚେନ୍ ଲୁଟେରାଙ୍କ ଉତ୍ପାତ

ଅନୁଗୁଳ: ଅନୁଗୁଳ ଥାନା ଉପରୁ ଚାପ କମିଛି । ଦୁଇ ତୃତୀୟାଂଶ ଇଲାକା ନବଗଠିତ ସଦର ଥାନାରେ ସାମିଲ୍ ହୋଇଛି। ମୁଣ୍ଡରୁ ମାମଲା ବୋଝ ବି ଅନେକ ମାତ୍ରାରେ ହ୍ରାସ ପାଇଛି। ଏହାସତ୍ତ୍ୱେ ଅନୁଗୁଳ ସହରରୁ ଅପରାଧିକ କାର୍ଯ୍ୟକଳାପ କମିବା…
Read More...

ଓଭରଲୋଡ଼, ୩.୩ ଲକ୍ଷ ଜରିମାନା ଆଦାୟ

ତାଳଚେର: ତାଳଚେର ଅଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଓଭରଲୋଡ଼ ତିନିଟି ଟ୍ରେଲରରୁ ୩.୩ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ଭାରୀଯାନ ଗୁଡିକରେ ତାଳଚେରରୁ ବାହାରକୁ ମାଲ ଯାଉଥିବା ବେଳେ ପରିବହନ ବିଭାଗ ହାବୁଡ଼ରେ…
Read More...

ଜିଲ୍ଲା ପ୍ରଶାସନର ନୂଆ ପ୍ରୟାସ: ୨୦୨୩ ସୁଦ୍ଧା ଅନୁଗୁଳ ହେବ ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲା

ଅନୁଗୁଳ: ଖଣି ଅଧ୍ୟୁଷିତ ଜିଲ୍ଲା ଅନୁଗୁଳକୁ ୨୦୨୩ ସୁଦ୍ଧା ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଭିଜନ-୨୦୨୩। ଏଥିରେ ଜିଲ୍ଲାର ପରିବେଶ ସୁରକ୍ଷା, ସା˚ସ୍କୃତିକ ଐତିହ୍ୟ ସାଙ୍ଗକୁ ମାନବ…
Read More...
error: Content is protected !!