Browsing Tag

Talcher

ଶିରିଗିଡ଼ାରେ କ୍ରିକେଟ୍‌ ଟୁର୍ନାମେଣ୍ଟ

ତାଳଚେର: ତାଳଚେର ବ୍ଲକ୍‌ ଶିରିଗିଡ଼ା ଗ୍ରାମର ତ୍ରିନେତ୍ର କ୍ରିକେଟ୍‌ କ୍ଲବ୍‌ ପକ୍ଷରୁ ଏକ କ୍ରିକେଟ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗତ ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ମୋଟ ୧୬ଟି ଦଳ…
Read More...

ଗଣିତ ଦିବସ ପାଳିତ

ତାଳଚେର: ତାଳଚେର ଅନନ୍ତ ବିହାର ଡି.ଏ.ଭି. ପବ୍ଲିକ୍ ସ୍କୁଲ୍ ପରିସରରେ ରାଷ୍ଟ୍ରୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।…
Read More...

ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ ହେଉ ‘ ମିମସାର୍’ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ତାଳଚେର : ତାଳଚେର ଠାରେ ଏମସିଏଲ ପକ୍ଷରୁ ନିର୍ମିତ ମହାନଦୀ ଇନିଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଏଣ୍ଡ ରିସର୍ଚ ' ମିମସାର୍ ' ସରକାରଙ୍କ ତତ୍ତ୍ଵାବଧାନରେ ଚଳାଇବା ଦାବିରେ ୩ଟି ପ୍ରମୁଖ ସଂଗଠନ ପକ୍ଷରୁ ତାଳଚେର…
Read More...

ଭାରତରେ ପ୍ରଥମ

ଅନୁଗୁଳ: ଭାରତୀୟ ରେଳ ଇତିହାସରେ ପୂର୍ବତଟ ରେଳପଥ ପକ୍ଷରୁ ଏକ ନୂଆ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଏକ ମାଲ୍‌ବାହୀ ଟ୍ରେନ୍‌ ଉପରେ ପରୀକ୍ଷା କରାଯାଇଛି। ଏହି ଟ୍ରେନ୍‌ଟି ନିକଟରେ ତାଳଚେରରୁ ପାରାଦୀପ ଯାତ୍ରା କରିଥିଲା।…
Read More...

ଭୁବନେଶ୍ବର-ରାଉରକେଲା ମଧ୍ୟରେ ଚାଲିବ ଏସି ଡବଲ ଡେକର ଟ୍ରେନ୍‌

ଅନୁଗୁଳ: ବର୍ତ୍ତମାନ କୋଭିଡ୍‌ ପରିସ୍ଥିତି କାରଣରୁ ଦେଶରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇନାହିଁ। ତେବେ କ୍ରମଶଃ ସ୍ଥିତି ସ୍ବାଭାବିକ ହେବାରେ ଲାଗିଥିବାରୁ ଆଗାମୀ କେଇ ମାସ ମଧ୍ୟରେ ସବୁ ଟ୍ରେନ୍‌ ନିୟମିତ ଚଳାଚଳ ଆରମ୍ଭ…
Read More...

ବେସାମରିକ ପ୍ରତିରକ୍ଷା ଦିବସ ପାଳିତ

ତାଳଚେର: ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରବିବାର ବେସାମରିକ ପ୍ରତିରକ୍ଷା ଦିବସ ପାଳିତ ହୋଇଯାଇଛି l ଉପଜିଲ୍ଲାପାଳ ରଜନୀକାନ୍ତ ସ୍ଵାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ l ବିପର୍ଯ୍ୟୟ…
Read More...

ଅନୁଗୁଳରେ ହେବ ସାଇନ୍ସ ପାର୍କ

ଅନୁଗୁଳ: ରାଜ୍ୟ ସରକାର ୨ଟି ପର୍ଯ୍ୟାୟରେ ୨୦ଟି ଜିଲ୍ଲାରେ ସାଇନ୍ସ ପାର୍କ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନୁଗୁଳରେ ଦ୍ବିତୀୟ ପର୍ଯ୍ୟାୟରେ ଏଭଳି ଏକ ପାର୍କ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ…
Read More...

୧୦ ଡିଗ୍ରୀରେ କମ୍ପୁଛି ଅନୁଗୁଳ

ଅନୁଗୁଳ : ଧୀରେଧିରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ୪ ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଛି। ସୋନପୁର ସର୍ବନିମ୍ନ ୮.୮ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠାରୁ ଥଣ୍ଡା…
Read More...

ଅବସର ନେଲେ ଜିଲ୍ଲା ସୂଚନା ଅଧିକାରୀ

ଅନୁଗୁଳ:ଅନୁଗୁଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ ସୋମବାର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୨୬ ବର୍ଷର ଚାକିରି ଜୀବନ ମଧ୍ୟରେ ସେ ବଣାଇ, ପଦ୍ମପୁର ଏବ˚ ଶେଷରେ ଅନୁଗୁଳରେ…
Read More...

ଭାରତୀୟ ମଜଦୂର ସଂଘର ଧାରଣା

ତାଳଚେର: ତାଳଚେର ଖଣି ମଜଦୂର ସଂଘ ତରଫରୁ ୧୧ ଦଫା ନେଇ ଶନିବାର ଏମସିଏଲ ଲିଙ୍ଗରାଜ ଏରିଆ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଶ୍ରମିକ ବିରୋଧୀ କାର୍ଯ୍ୟକୁ ସଂଗଠନର ଶତାଧିକ ଶ୍ରମିକ ବିରୋଧ କରି…
Read More...
error: Content is protected !!