ବୀର ଯବାନ ରାଣାପ୍ରତାପଙ୍କ ପୈତୃକ ଗ୍ରାମରେ ଶେଷକୃତ୍ୟ ପାଇଁ ପ୍ରସ୍ତୁତି

ଅନୁଗୁଳ: ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସହିଦ ବୀର ଯବାନ ରାଣାପ୍ରତାପ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ ଜନ୍ମମାଟି କୃଷ୍ଣଚନ୍ଦ୍ରପୁର ଗ୍ରାମରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶୋକାଅଭିଭୂତ ଗ୍ରାମବାସୀ ବୀର ଯବାନଙ୍କ ପାର୍ଥିବ ଶରୀରର ପ୍ରତୀକ୍ଷାରେ ଚାହିଁ ରହିଛନ୍ତି ।…

Continue Readingବୀର ଯବାନ ରାଣାପ୍ରତାପଙ୍କ ପୈତୃକ ଗ୍ରାମରେ ଶେଷକୃତ୍ୟ ପାଇଁ ପ୍ରସ୍ତୁତି

କୁନୁର ସହିଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ତାମିଲନାଡୁର କୁନୁର ନିକଟରେ ଘଟିଥିବା ଭୟଙ୍କର ହେଲିକପ୍ଟର ଦୁର୍ଘଟଣାରେ ନିହତ ହୋଇଥିବା ସହିଦଙ୍କସ୍ମୃତିରେ ଅମଲା ପଡ଼ା ଠାରେ ଗୁରୁବାର ଏକ ଶୋକ ସଭା ଆୟୋଜିତ ହୋଇଥିଲା।ସହିଦ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ସଭାରେ ଭାରତର ପ୍ରଥମ ଚିଫ ଅଫ…

Continue Readingକୁନୁର ସହିଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି

ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଯବାନ ରାଣା ପ୍ରତାପ ସହିଦ

ଅନୁଗୁଳ: ତାମିଲନାଡୁର କୁନ୍ନୁରଠାରେ ବୁଧବାର ବାୟୁସେନା ହେଲିକପ୍ଟର କ୍ରାସ୍‌ ଘଟଣାରେ ୧୩ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଅଛନ୍ତି। ମୃତ ଯବାନ ହେଲେ ଅନୁଗୁଳ ଜିଲ୍ଲା ତାଳଚେରର  ରାଣାପ୍ରତାପ ଦାସ । ସେ ଜୁନିଅର ୱାରେଣ୍ଟ…

Continue Readingବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଯବାନ ରାଣା ପ୍ରତାପ ସହିଦ

୩ ଦଫା ଦାବି ନେଇ ଠିକା ଶ୍ରମିକଙ୍କ ବିକ୍ଷୋଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ସଭାପତି ମନୋଜ ପ୍ରଧାନଙ୍କ ନେତୃତ୍ବରେ ୩ ଦଫା ଦାବି ନେଇ ମଙ୍ଗଳବର ଏମ୍‌ସିଏଲ୍ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ଦାବି ଅନୁଯାୟୀ, ତାଳଚେର ଅଞ୍ଚଳର…

Continue Reading୩ ଦଫା ଦାବି ନେଇ ଠିକା ଶ୍ରମିକଙ୍କ ବିକ୍ଷୋଭ

ହିଙ୍ଗୁଳା ମନ୍ଦିରରେ ସାଂସ୍କୃତିକ କେନ୍ଦ୍ରର ଭୂମିପୂଜା

ଅନୁଗୁଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ପୀଠ ପରିସରରେ ଶୁକ୍ରବାର ବହୁମୁଖ୍ ସାଂସ୍କୃତିକ କେନ୍ଦ୍ରର ଭୂମିପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତାଳଚେର ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନଙ୍କ ଉପସ୍ଥିତିରେ ତାଳଚେର ଉପଜିଲାପାଳ ତଥା ମା' ହିଙ୍ଗୁଳା ଠାକୁରାଣୀ…

Continue Readingହିଙ୍ଗୁଳା ମନ୍ଦିରରେ ସାଂସ୍କୃତିକ କେନ୍ଦ୍ରର ଭୂମିପୂଜା

ଏମସିଏଲର ସବ୍ କମିଟି ବୈଠକ, ଥଇଥାନ ଓ ନିଯୁକ୍ତି ଉପରେ ଗୁରୁତ୍ବ

ଅନୁଗୁଳ : ଅନୁଗୁଳ ଜିଲ୍ଲାର ମହାନଦୀ କୋଲ ଫିଲ୍ଡ ଲିମିଟେଡ(ଏମସିଏଲ) ଅନ୍ତର୍ଗତ ବିଭିନ୍ନ ଖଣିରେ ବହୁ ଦିନରୁ ପଡି ରହିଥିବା ବିସ୍ଥାପନ ସମସ୍ୟାକୁ ନେଇ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ସବ୍ କମିଟି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ…

Continue Readingଏମସିଏଲର ସବ୍ କମିଟି ବୈଠକ, ଥଇଥାନ ଓ ନିଯୁକ୍ତି ଉପରେ ଗୁରୁତ୍ବ

କେନାଲ ରାସ୍ତା କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସାଂସଦଙ୍କ ନିର୍ଦ୍ଦେଶ

ଅନୁଗୁଳ:କିଛି ଦିନ ହେବ ଅନୁଗୁଳ ଜିଲ୍ଲା ତାଳଚେରରେ ଟ୍ରାଫିକ୍ ସମସ୍ୟା ଉଗ୍ରରୂପ ଧାରଣ କରିଥିବାରୁ ରେଙ୍ଗାଳି ଦକ୍ଷିଣ କେନାଲ ପାର୍ଶ୍ଵ ରାସ୍ତା କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜଳ…

Continue Readingକେନାଲ ରାସ୍ତା କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସାଂସଦଙ୍କ ନିର୍ଦ୍ଦେଶ

ଆମ୍ବପାଳ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା ଖଣି ବନ୍ଦ ଆନ୍ଦୋଳନ

ଅନୁଗୁଳ: ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଆଦି ତିନି ଦଫା ଦାବୀ ନେଇ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଆମ୍ବପାଳ ଗ୍ରାମବାସୀମାନଙ୍କ ପକ୍ଷରୁ ସୋମବାର ହିଙ୍ଗୁଳା କୋଇଲା ଖଣି ବନ୍ଦ ଆନ୍ଦୋଳନ କରାଯାଇଥିଲା । ସକାଳ ୬ଟା ବେଳେ ଆମ୍ବପାଳ ଗ୍ରାମର…

Continue Readingଆମ୍ବପାଳ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା ଖଣି ବନ୍ଦ ଆନ୍ଦୋଳନ

କ୍ଷତିପୂରଣ, ଥଇଥାନ ନକରି ଭାଙ୍ଗିଦେଲେ ଘର

ଅନୁଗୁଳ: କ୍ଷତିପୂରଣ ପ୍ରଦାନ ନକରି କ୍ଷତିଗ୍ରସ୍ତଙ୍କ ଘର ଭାଙ୍ଗିବାକୁ ନେଇ ଅନୁଗୁଳ ଜିଲ୍ଲା ତାଳଚେର କୋଇଲା ଖଣି ଅଞ୍ଚଳରେ ଶୁକ୍ରବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି କ୍ଷତିଗ୍ରସ୍ତ ଗ୍ରାମବାସୀ ଖଣି ବନ୍ଦ ଆନ୍ଦୋଳନ ଚଳାଇଥିବାରୁ ସମଗ୍ର ଖଣି ଇଲାକାରୁ କୋଇଲା ଉତ୍ତୋଳନ…

Continue Readingକ୍ଷତିପୂରଣ, ଥଇଥାନ ନକରି ଭାଙ୍ଗିଦେଲେ ଘର

ଓଜେଇ ଓଡ଼ିଶା ଟପ୍ପର ପିଙ୍କିନାରାଣୀଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ବିକାଶ ଫାଉଣ୍ଡେସନ ପକ୍ଷରୁ ଓଜେଇ ଓଡ଼ିଶା ଟପ୍ପର ପିଙ୍କିନାରାଣୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ତାଳଚେରର ଝିଅ ପିଙ୍କିନା ୨୦୨୧ ଶିକ୍ଷା ବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇ)ରେ ଟପ୍ପର ହୋଇଥିଲେ । ଦିନକୁ ୧୪ ଘଣ୍ଟା ପରିଶ୍ରମ କରି ପିଙ୍କିନାଙ୍କୁ…

Continue Readingଓଜେଇ ଓଡ଼ିଶା ଟପ୍ପର ପିଙ୍କିନାରାଣୀଙ୍କୁ ସମ୍ବର୍ଦ୍ଧନା