ବିଶ୍ୱ ଏଡସ ଦିବସ: ସଚେତନତା ହିଁ ନିୟନ୍ତ୍ରଣର ଅସଲ ଚାବିକାଠି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦ ସଭା କକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡସ ଦିବସ ଗୁରୁବାର ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ମୁଖ୍ୟଅତିଥି ଭାବେ ସମାରୋହକୁ ଉଦଘାଟନ କରିଥିଲେ। ଶ୍ରୀମତୀ ପ୍ରଧାନ ନିଜ ବକ୍ତବ୍ୟରେ ଏଚଆଇଭି ପୀଡିତଙ୍କୁ ସମାଜର…

Continue Readingବିଶ୍ୱ ଏଡସ ଦିବସ: ସଚେତନତା ହିଁ ନିୟନ୍ତ୍ରଣର ଅସଲ ଚାବିକାଠି

ଅନୁଗୁଳରେ ହ୍ରାସ ପାଉଛି ଏଚ୍‌ଆଇଭି ସ˚କ୍ରମଣ

ଅନୁଗୁଳ: ଜିଲ୍ଲାରେ ଏଡ୍‌ସ ଏବ˚ ଏଚ୍‌ଆଇଭି ସ˚କ୍ରମଣ ସ˚ପ୍ରତି ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ସ˚କ୍ରମଣ ହାର ସଙ୍ଗେ ତାଳ ଦେଇ ଅନୁଗୁଳର ସ˚କ୍ରମଣ ହାର କମିବାରେ ଲାଗିଛି। ଡାପ୍‌ସୁ ଏବ˚ ବିଭିନ୍ନ ଏନ୍‌ଜିଓ ପକ୍ଷରୁ ଜନସଚେତନତା ଏବ˚…

Continue Readingଅନୁଗୁଳରେ ହ୍ରାସ ପାଉଛି ଏଚ୍‌ଆଇଭି ସ˚କ୍ରମଣ