୩୨୭ ଉଠା ଦୋକାନୀଙ୍କୁ ମିଳିବ ବୀମା ସୁବିଧା

You are currently viewing ୩୨୭ ଉଠା ଦୋକାନୀଙ୍କୁ ମିଳିବ ବୀମା ସୁବିଧା

ଅନୁଗୁଳ: ପିଏମ୍‌ ସ୍ୱନିଧି ଯୋଜନାରେ ଅନୁଗୁଳ ମ୍ୟୁନିସିପାଲଟିର ୩୨୭ ଟି ପରିବାର ସଦସ୍ୟଙ୍କୁ ମିଳିବ ବୀମା ସୁବିଧା। ଉଠା ଦୋକାନୀଙ୍କୁ ସାମାଜିକ ସୁରକ୍ଷା ଦେବାପାଇଁ କେନ୍ଦ୍ର ସରକାର ଯେଉଁ ଯୋଜନା କରିଛନ୍ତି ତାର ଫଳ ସ୍ୱରୂପ ଏହି ବୀମା ସୁବିଧା ଦିଆ ଯାଉଛି। ଅନୁଗୁଳ ପୌରପାଳିକାରେ ଏଥିପାଇଁ ଆଜିଠାରୁ ପଞ୍ଜିକରଣ ଆରମ୍ଭ କରାଯାଇଛି।

Share

Leave a Reply