ସିଦ୍ଧି ଲକ୍ଷ୍ମୀ ମୋଟର୍ସରେ ବଜାର ପ୍ରବେଶ କଲା THAR ROXX, ରିହାତି ଦରରେ କିଣି ପାରିବେ ଗ୍ରାହକ

You are currently viewing ସିଦ୍ଧି ଲକ୍ଷ୍ମୀ ମୋଟର୍ସରେ ବଜାର ପ୍ରବେଶ କଲା THAR ROXX, ରିହାତି ଦରରେ କିଣି ପାରିବେ ଗ୍ରାହକ

ଅନୁଗୁଳ: ମହିନ୍ଦ୍ରା ଆଣ୍ଡ ମାହିନ୍ଦ୍ରା ଅନୁଗୁଳର ଅଧିକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରାର ବହୁ ପ୍ରତିକ୍ଷୀତ THAR ROXX ର ମଙ୍ଗଳବାର ବଜାର ପ୍ରବେଶ ହୋଇଛି। ଉଦଘାଟନ ଉତ୍ସବରେ ଅନୁଗୁଳ ଜିଲ୍ଲାର ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କମ୍ପାନୀ ସହ ଗ୍ରାହକମାନେ ଯୋଗଦାନ କରିଥିଲେ।

THAR ROXX ରେ Alexa, Adrenox, Panaromic Sky Roof ଭଳି ଆଡ଼ଭାନ୍ସ ଫିଚର ରହିଛି। ଏହା ସାତଟି ରଙ୍ଗରେ ଉପଲବ୍ଧ ହେଉଛି। ଏହି ଗାଡ଼ି ୧୨.୯୯ ଲକ୍ଷରୁ ଆରମ୍ଭ ହେଉଥିବା ବେଳେ ସିଦ୍ଧି ଲକ୍ଷ୍ମୀ ମୋଟର୍ସ ତରଫରୁ ଗ୍ରାହକଙ୍କ ପାଇଁ ସୁଲଭ ଫାଇନାନ୍ସ ଏବଂ ଏକ୍ସଚେଞ୍ଜ ସୁବିଧା ରହିଛି। ଅନ୍ୟପଟେ ଭବିଷ୍ୟତରେ ଆହୁରି ଅତ୍ୟାଧୁନିକ ଗାଡ଼ି ସହିତ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ପ୍ରଥମ ଲକ୍ଷ୍ୟ ବୋଲି ସିଦ୍ଧି ଲକ୍ଷ୍ମୀ ମୋଟର୍ସର ସତ୍ୱାଧିକାରୀ ରାଜ କୁମାର ଅଗ୍ରୱାଲ କହିଛନ୍ତି। ଉତ୍ସବରେ ସହରର ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।

Share

Leave a Reply