ମୋ ସ୍କୁଲ ଅଭିଯାନକୁ କମ୍ପାନୀ ଦେଲେ ୧୭.୮୭ କୋଟି Copy

You are currently viewing ମୋ ସ୍କୁଲ ଅଭିଯାନକୁ କମ୍ପାନୀ ଦେଲେ ୧୭.୮୭ କୋଟି Copy

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ଘରୋଇ କମ୍ପାନୀ ଏବଂ ପବ୍ଲିକ ସେକ୍ଟର ୟୁନିଟ ଜିଲ୍ଲାର ମୋ ସ୍କୁଲ ଅଭିଯାନକୁ ମୋଟ ୧୭.୮୭ କୋଟି ଟଙ୍କା ଦାନ କରିଛନ୍ତି। ସାମାଜିକ ଦାୟିତ୍ଵ ବୋଧ ଫଣ୍ଡରୁ କମ୍ପାନୀ ଗୁଡ଼ିକ ଏହି ଅର୍ଥ ଦାନ କରିଛନ୍ତି। ସ୍କୁଲ ଗୁଡ଼ିକର ଉନ୍ନତି ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ। ସରକାରୀ ବିଜ୍ଞପ୍ତି ଅନୁଯାୟୀ ନାଲକୋ ୧୩ ଟି ସ୍କୁଲ ପାଇଁ ୨ କୋଟି, ଜେଏସପିଏଲ ୯ଟି ସ୍କୁଲ ପାଇଁ ୧.୪୦ କୋଟି, ଏଣ୍ଟିପିସି ୧୦ ଟି ସ୍କୁଲ ପାଇଁ ୧.୪୭ କୋଟି, ଟାଟା ପାୱାର ୨୦ ଟି ସ୍କୁଲ ପାଇଁ ୩ କୋଟି ଏବଂ ଏମସିଏଲ ୬୮ ଟି ସ୍କୁଲ ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରିଛି ।

Share

Leave a Reply