ଅନୁଗୁଳରେ ପ୍ରଥମ ସାଇକ୍ଲୋଥନ ୭ରେ

You are currently viewing ଅନୁଗୁଳରେ ପ୍ରଥମ ସାଇକ୍ଲୋଥନ ୭ରେ

ଅନୁଗୁଳ: ଜିଲ୍ଲା ଯୋଗ ସ˚ଘ ତରଫରୁ ଅନୁଗୁଳରେ ପ୍ରଥମ ଥର ପାଇଁ ଏକ ସାଇକ୍ଲୋଥନ ଅନୁଷ୍ଠିତ ହୋବକୁ ଯାଉଛି। ଆସନ୍ତା ଫେବୃୟାରୀ ମାସ ୭ ତାରିଖରେ ହେବାକୁ ଥିବା ଏହି ସାଇକ୍ଲୋଥନ ନାଲକୋ ଏଫସିଆଇ ଛକଠାରୁ ଆରମ୍ଭ ହୋଇ ସିପିପି ଦେଇ ପୁଣି ଏଫ୍‌ସିଆଇ ଛକରେ ପହଞ୍ଚିବ। ଦୈନନ୍ଦିନ ଜୀବନରେ ସ୍ବାସ୍ଥ୍ୟ ସଚେତନ ପାଇଁ ଯେଉଁମାନେ ସାଇକେଲର ବ୍ୟବହାର କରୁଛନ୍ତି, ସେମାନେ ଏହି କାର୍ଯ୍ୟକ୍ରମରେ ଭାଗନେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବା ଉଦ୍ଦେଶ୍ୟରେ ଏହି ସାଇକ୍ଲୋଥନ୍‌ର ପ୍ରୟାସ ବୋଲି ସ˚ଘର ଜିଲ୍ଲା ସ˚ଯୋଜକ ସୁଜିତ୍‌ ବେହେରା ଜଣାଇଛନ୍ତି।

 

Share

Leave a Reply