ଘୋଷଣା ହେଲା ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ଜିଲ୍ଲା କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାମ

You are currently viewing ଘୋଷଣା ହେଲା ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ଜିଲ୍ଲା କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାମ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି। ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ସଂଗ୍ରାମ ମିଶ୍ରଙ୍କ ସୁପାରିଶ କ୍ରମେ ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନରେ କମିଟିରେ ୪୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ଓ ୨୦ ଜଣ ସ୍ୱତନ୍ତ୍ର ନିମନ୍ତ୍ରୀତ ଅତିଥି ଭାବେ ସ୍ଥାନ ପାଇଛନ୍ତି।

କାର୍ଯ୍ୟକାରିଣୀ ସଦସ୍ୟ ରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ ସାଂସଦ କେ.ପି ସିଂ ଦେଓ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସାଂସଦ ଅମରନାଥ ପ୍ରଧାନ, ପୂର୍ବତନ ବିଧାୟକ ସନ୍ତୋଷ ପ୍ରଧାନ, ରମେଶ ଜେନା, ରୂପାଦିପ୍ତା ମହାପାତ୍ର, ନୀଲକମଲ ସେଠି, ଟିକନ ବେହେରା, ଅମ୍ବିକା ପ୍ରସାଦ ଭଟ୍ଟ, ରାଜ କିଶୋର ସାହୁ, ରମେଶ ଚନ୍ଦ୍ର ପ୍ରଧାନ, ଅକ୍ଷୟ କୁମାର ବିଶ୍ବାଳ, ସନ୍ତୋଷ କୁମାର ପଟ୍ଟନାୟକ, ଫକୀର ସାମଲ, ବସନ୍ତ ବେଉରା, ଦୁଷ୍ମନ୍ତ କୁମାର ଦଳବେହେରା, ବିମଳ ବେହେରା, ଜୟକୃଷ୍ଣ ପ୍ରଧାନ, ଶତ୍ରୁଘ୍ନ ସାହୁ, ବଲବୀର ସିଂ, ଗୋପୀନାଥ ସାହୁ, କ୍ଷୀରୋଦା ନାଏକ, ପଦ୍ମିନୀ ନାଏକ, ଅଳକା ମହାନ୍ତି, ସବିତା ଧୀର, ଚିତ୍ତରଂଜନ ସାମଲ, ଉମେଶ ଚନ୍ଦ୍ର ସାହୁ, ପବିତ୍ର ମୋହନ ଦାଶ, ଶିବରାମ ଦାସ, ଦେବଦତ୍ତ ପ୍ରସାଦ ପ୍ରଧାନ, ସୁଶୀଲ କୁମାର ପ୍ରଧାନ, ସରୋଜ କୁମାର ପାଣିଗ୍ରାହୀ, ମନୋଜ କୁମାର ପ୍ରଧାନ, ବିମଳ ପ୍ରଧାନ, ବିରଞ୍ଚି ନାରାୟଣ ଧର, କେଶବ ଭୁତିଆ, ମାନସ ପ୍ରଧାନ, କୁମୁଦ ବନ୍ଧୁ ଧର, ଦୋଳଗୋବିନ୍ଦ ସାହୁ, ନରୋତ୍ତମ ନାଏକ ସ୍ଥାନ ପାଇଛନ୍ତି।

କାର୍ଯ୍ୟକାରିଣୀ କମିଟିରେ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବିପ୍ଳବ ଜେନା, ବିଜୟାନନ୍ଦ ଚାଉଳିଆ, ସୁବ୍ରତ ଗଡ଼ନାୟକ, ସୁନିଲ କୁମାର ପ୍ରଧାନ, ଜୟନ୍ତ କୁମାର ସାହୁ, ପ୍ରବୋଧ ସ୍ୱାଇଁ, ନୀଳକଣ୍ଠ ନାଏକ, ତପସ୍ୱିନୀ ବିଶ୍ୱାଳ, ବିଶ୍ୱରଂଜନ ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ସାହୁ, ଧର୍ମେନ୍ଦ୍ରନାଥ ମିଶ୍ର, ଜିତେନ୍ଦ୍ର କୁମାର ସାହୁ, ପ୍ରବୋଧ ପଟ୍ଟନାୟକ, ଅମୂଲ୍ୟ ବେହେରା, ସସ୍ମିତା ବେହେରା, ଧୀରେନ କୁମାର ପ୍ରଧାନ, ସୁଭାଷ କୁମାର ପ୍ରଧାନ, ଦିଲ୍ଲୀପ କୁମାର ମିଶ୍ର, ସୋଭାଗ୍ୟ ପ୍ରଧାନ, ଦିଗାମ୍ବର ଗଡ଼ନାୟକ ସ୍ଥାନ ପାଇଛନ୍ତି।

ଣମାଧ୍ୟମ କମିଟିରେ ଗୋପାଳ ଚନ୍ଦ୍ର ନାଥ, ମୁକେଶ ଅଗ୍ରୱାଲ, ବିଶ୍ୱଜିତ ପ୍ରଧାନ, ମାନସ ରଞ୍ଜନ ବିଶ୍ୱାଳ, ପ୍ରତାପ ରଂଜନ ଶତପଥୀ,ସଂଜୀବ ମାଣ୍ଡଠିଆ ସ୍ଥାନ ପାଇଛନ୍ତି ବୋଲି ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ର କହିଛନ୍ତି।

Share

Leave a Reply