ଟାୱାରରୁ ପଡି ଶ୍ରମିକ ମୃତ

You are currently viewing ଟାୱାରରୁ ପଡି ଶ୍ରମିକ ମୃତ

ଅନୁଗୁଳ: ଶୁକ୍ରବାର ଅପରାହ୍ନରେ ଜରପଡା ରେଳ ଷ୍ଟେସନରେ ଏକଦୁର୍ଘଟଣାରେ ଜଣେ ଶ୍ରମିକର ମୃତ୍ୟୁ ଘଟିଛି। ଷ୍ଟେସନରେ ବିଦ୍ୟୁତ ଟ୍ରେନ ନିମନ୍ତେ ଟାୱାର କାମ ଚାଲି ଥିବାବେଳେ କାର୍ଯ୍ୟରତ ଶ୍ରମିକ ଖସି
ପଡିବାରୁ ତାଙ୍କ ମୁଣ୍ଡ ତଳେ ପିଟି ହୋଇଯାଇଥିଲା। ଇଟୁଇ ଠିକା ସଂସ୍ଥାରେ ସେ ଜଣେ ଶ୍ରମିକ ଭାବେ କାମ କରୁଥିଲେ।ମୃତ ଶ୍ରମିକଙ୍କ ନାମ ଗିରିଶ ଚନ୍ଦ୍ର କିରିଆ ବୋଲି ଜଣାପଡିଛି। ଠିକା ସଂସ୍ଥା କର୍ମଚାରୀମାନେ ଗିରିସ ଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share

Leave a Reply