ବଇଣ୍ଡା: କିଶୋରନଗର ଥାନା ଜଏରାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ବିଳମ୍ବିତ ରାତିରେ ତାଲା ଭାଙ୍ଗି କମ୍ପ୍ୟୁଟର ସାମଗ୍ରୀ, କ୍ୟାମେରା ସହ କିଛି ବିଦ୍ୟାଳୟ ସାମଗ୍ରୀ ଚୋରି କରିଛନ୍ତି। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ବେହେରା ଶନିବାର କିଶୋରନଗର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ୮୬/୨୩ରେ ଏକ ମାମଲା ରୁଜୁ କରିଛି।
ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି ଅଭିଯୋଗ, ଥାନାରେ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ
![You are currently viewing ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି ଅଭିଯୋଗ, ଥାନାରେ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ](https://angultv.com/wp-content/uploads/2023/04/auto-theft-1-01.jpeg)
- Post published:April 23, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau