ଏ ଯୁଗ ଯୁଦ୍ଧର ନୁହେଁତ ଆତଙ୍କବାଦର ବି ନୁହେଁ: ପ୍ରଧାନମନ୍ତ୍ରୀ

You are currently viewing ଏ ଯୁଗ ଯୁଦ୍ଧର ନୁହେଁତ ଆତଙ୍କବାଦର ବି ନୁହେଁ: ପ୍ରଧାନମନ୍ତ୍ରୀ

ଅନୁଗୁଳ: ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧତ କରି କହିଛନ୍ତି ଯେ, “ଆତଙ୍କବାଦ
ବିରୋଧରେ ଆମ ସମସ୍ତଙ୍କର ଏକଜୁଟତା ହିଁ ଆମର ସବୁଠାରୁ
ବଡ଼ ଶକ୍ତି।” ଏହା ସହ ସେ କହିଛନ୍ତି, “ଏହା ନିଶ୍ଚିତ ଭାବରେ ଯୁଦ୍ଧର ଯୁଗ ନୁହେଁ କିନ୍ତୁ ଏହା ଆତଙ୍କବାଦର ଯୁଗ ମଧ୍ୟ ନୁହେଁ। ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ଏକ ଉନ୍ନତ ବିଶ୍ବର ଗ୍ୟାରେଣ୍ଟି।” ସେହିପରି ଆତଙ୍କବାଦ ଓ ଆଲୋଚନା, ଆତଙ୍କବାଦ ଓ ବେପାର ଏକା ସାଙ୍ଗରେ ଚାଲିପାରିବନି ବୋଲି ସେ କହିଛନ୍ତି।

Share

Leave a Reply