କୋଇଲା ବୋଝେଇ ଟ୍ରେନ୍ ରେ ନିଆଁ

You are currently viewing କୋଇଲା ବୋଝେଇ ଟ୍ରେନ୍ ରେ ନିଆଁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାନକେରଜାଙ୍ଗ ଷ୍ଟେସନ୍ ରେ ଏକ କୋଇଲା ବୋଝେଇ ଟ୍ରେନ୍ ରେ ବୁଧବାର ସକାଳେ ନିଆଁ ଲାଗିଥିଲା। ସୂଚନା ଯେ ଟ୍ରେନ୍ ଟି ତାଳଚେରରୁ କୋଇଲା ବୋଝେଇକରି ସମ୍ବଲପୁର ଆଡ଼କୁ ଯାଉଥିଲା। ସାନକେରଜାଙ୍ଗ ଷ୍ଟେସନ୍ ରେ ହଠାତ୍ ୨ଟି ୱାଗନରୁ ଧୁଆଁ ଉଠିବାରୁ ଅନୁଗୁଳ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ଅନୁଗୁଳ ଅଗ୍ନିଶମ ବିଜଭାଗ କର୍ମଚାରୀ ସେଠାରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।

Share

Leave a Reply