ଗଣତନ୍ତ୍ର ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

You are currently viewing ଗଣତନ୍ତ୍ର ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ୭୩ ତମ ଗଣତନ୍ତ୍ର ଦିବସ ଅବସରରେ ଭାରତୀୟ ସେନା ପକ୍ଷରୁ ଦେଶରେ ଯୁଦ୍ଧ ସମୟରେ ସହିଦ ହୋଇଥିବା ୨୬ ହଜାର ସେନା ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ମରଣ କରା ଯାଇଛି।ଏଣୁ ୧୨ ଓଡ଼ିଶା ବାଟାଲିୟନର କମାଣ୍ଡିଂ ଅଫିସର ସିଦ୍ଧାର୍ଥ ବୈଷ୍ୟଙ୍କ ନିର୍ଦ୍ଦେଶରେ ହିନ୍ଦୋଳ ମହାବିଦ୍ୟାଳୟ ଏନସିସି ଅଧିକାରୀ କିଶୋର କୁମାର ପୃଷ୍ଟି,ସେନା ଅଧିକାରୀ ସୁନ୍ଦର୍ ସିଂହ,ହାବିଲଦାର ଚନ୍ଦନ କୁମାର ଏବଂ ଏନସିସି ଛାତ୍ର ଛାତ୍ରୀମାନେ ଅନୁଗୁଳ ଜିଲ୍ଲା ତଳମୂଳପାଟଣାର ଭାରତ ପାକିସ୍ଥାନ ଯୁଦ୍ଧରେ ସହିଦ ହୋଇଥିବା ଅମର ବେହେରାଙ୍କ ପରିବାରାଲୋକଙ୍କୁ ଭେଟି ସେନା ପକ୍ଷରୁ ଏକ ସ୍ମୃତି ଫଳକ ପ୍ରଦାନ କରିବା ସହ ସହିଦ ଙ୍କୁ ଶ୍ରଦ୍ଧାଞ୍ଜlଳି ଅର୍ପଣ କରିଥିଲେ ।

Share

Leave a Reply