ଟ୍ରକ ଧକ୍କାରେ ବିଦ୍ୟୁତ ତାର ଛିଣ୍ଡିଲା

You are currently viewing ଟ୍ରକ ଧକ୍କାରେ ବିଦ୍ୟୁତ ତାର ଛିଣ୍ଡିଲା

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥର ଶିମିଳିପଡ଼। ଚର୍ଚ୍ଚ ନିକଟରେ ପାର୍କିଂ ରେ ଥିବା ଏକ ଟ୍ରକ ହଠାତ ଗଡ଼ିଯାଇ ସାମନାରେ ଥିବା ଏକ କାର କୁ ଧକ୍କା ଦେଇ ଏକ ଗଛ ରେ ପିଟି ହୋଇଯିବାରୁ ଗଛ ଉପର ଦେଇ ଯାଇଥିବା ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା।ତେବେ ଟ୍ରକ ଏବଂ କାର ଭିତରେ ଚାଳକ କି ଯାତ୍ରୀ ନଥିବାରୁ ଏକ ବଡ ଦୁର୍ଘଟଣାରୁ ବର୍ତିଯାଇଥିଲେ।

Share

Leave a Reply