ଜାତିଆଣ ମାମଲାରେ ୨ ଭାଇ ଗିରଫ

0

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଶୁଶୁଡା ଗ୍ରାମରେ ଏକ ଜାତିଆଣ ମାମଲାକୁ ନେଇ ସୋମବାର ପୁଲିସ ପକ୍ଷରୁ ୨ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଦୁଇ ଭାଇ ହେଲେ ସୌଭାଗ୍ୟ ଚନ୍ଦ୍ର ରଥ ଓ ଦୀପକ ରଥ। ଗତ ନଭେମ୍ବର ୧୭ ତାରିଖରେ ସେହି ଶୁଶୁଡା ଗ୍ରାମର ମହାଗାଁ ଭୋଇଙ୍କ ପତ୍ନୀ ଆଶା ତାଙ୍କୁ ମାଡ଼ ମରାଯିବା ସହ ଜାତିଆଣ ମନ୍ତବ୍ୟ ନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!