ଅନୁଗୁଳ: ଓଡିଶା କ୍ରିକେଟ ଆସୋସିଏସନ୍ ଦ୍ୱାରା ଆୟୋଜିତ ୧୬ ବର୍ଷରୁ କମ୍ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ଖେଳରେ ଅନୁଗୁଳ ଗଞ୍ଜାମକୁ ହରାଇଛି।ବଆଜି ଅନୁଗୁଳ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୨୩୮ ରନ୍ କରିଥିଲେ।ଅନୁଗୁଳ ଓପନିଙ୍ଗ ବ୍ୟାଟର ଅଖିଳ ପ୍ରଧାନ ୧୧୨ ରନ୍ କରି ଅପରାଜିତ ଥିଲେ।ଏହାର ଜବାବରେ ଗଞ୍ଜାମ ୪୪ ଓଭରରେ ୨୦୨ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲେ। ଟୁର୍ଣ୍ଣାମେଣ୍ଟରେ ଅନୁଗୁଳର ଏହା ଦ୍ଵିତୀୟ ବିଜୟ।
୧୬ ବର୍ଷରୁ କମ୍ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ
- Post published:April 12, 2026
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik
Tags: Angul






