ଅନୁଗୁଳ: ରବିବାର ଜିଲ୍ଲା ଜେଲରେ କରୋନା ଟିକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଏମ୍-ରାଇଟ ପ୍ଲାନ୍ ଇଣ୍ଡିଆର ମିଳିତ ଉଦ୍ୟମରେ ଏହି ଟିକାକରଣ ହୋଇଥିଲା। ଏହି ଅଭିଯାନରେ ୩୫୦ ଜଣ ଟିକା ନେଇଥିଲେ। ପ୍ଲାନ୍ ଇଣ୍ଡିଆ ତରଫରୁ ବିପିଓ କଳ୍ପନା ସାହୁ, ସୁରେଶ ନାଏକ, ବିକାଶ ସାହୁ ସହଯୋଗ କରିଥିଲେ।
ଅନୁଗୁଳ ଜେଲରେ କରୋନା ଟିକାକରଣ, ୩୫୦ ଜଣ ନେଲେ ଭ୍ୟାକ୍ସିନ୍
- Post published:August 22, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul