ଜଙ୍ଗଲ ସ୍କୁଲ ରାସ୍ତା ସଫା କଲେ ଗ୍ରାମବାସୀ

You are currently viewing ଜଙ୍ଗଲ ସ୍କୁଲ ରାସ୍ତା ସଫା କଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳର ଉପାନ୍ତ ଅଞ୍ଚଳ କନ୍ତପଡ଼ା ବିପ୍ରଡୀହ ତରଣ୍ଡ। ରାସ୍ତାରେ ମୁରାରିପୂର ଏକ ଗାଁ ଗାଁ ଠାରୁ ଏକ କିମି ଦୂରରେ ଗୋପୀନାଥପୂର ନୋଡାଲ ୟୁପି ସ୍କୁଲ। ଗାଁରୁ ସ୍କୁଲ ଯିବା ରାସ୍ତା ଦୀର୍ଘଦିନ ହେବ ଆବର୍ଜନମୟ ହୋଇପଡ଼ିଥିଲା।

ପର୍ଯ୍ୟଟକ ମାନେ ଏହି ରାସ୍ତା ଦେଇ ଗଲାବେଳେ ଅଟକି ଜରି,କାଗଜ,ପାଣି ବୋତଲ ଫିଙ୍ଗି ଦେଇ ଯାଆନ୍ତି। ଗାଁରୁ ସ୍କୁଲ ଯିବା ରାସ୍ତା ଅବର୍ଜନମୟ ହୋଇ ଥିବାରୁ ଗାଁ ଲୋକେ ଏକାଠି ହୋଇ ସଫା କରିଥିଲେ। ପରିବେଶ ସୁରକ୍ଷା କ୍ଷେତ୍ରରେ ଗ୍ରାମବାସୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

Share

Leave a Reply