ବିନୁ ମଙ୍କଡ ଟ୍ରଫି ଜମ୍ମୁ-କାଶ୍ମୀରକୁ ହରାଇଲା ଓଡ଼ିଶା,ଶ୍ରେୟାଂଶଙ୍କ ଶତକ

You are currently viewing ବିନୁ ମଙ୍କଡ ଟ୍ରଫି ଜମ୍ମୁ-କାଶ୍ମୀରକୁ ହରାଇଲା ଓଡ଼ିଶା,ଶ୍ରେୟାଂଶଙ୍କ ଶତକ

 

ଅନୁଗୁଳ: ରାଜସ୍ଥାନ ଜୟପୁରର ଡ଼ା ସୋନି ଷ୍ଟାଡିୟମ୍ ରେ ଆୟୋଜିତ ବିନୁ ମଙ୍କଡ ଟ୍ରଫିର ଶନିବାର ଅନୁଷ୍ଠିତ ମ୍ୟାଚ୍ ରେ ଓଡ଼ିଶା ଜମ୍ମୁ କାଶ୍ମୀରକୁ ୧୨୨ ରନରେ ହରାଇଛି।

ଓଡ଼ିଶାର ବିଜୟରେ କର୍ଣ୍ଣଧାର ସାଜିଥିଲେ ଅନୁଗୁଳର ଉଦୀୟମାନ ବ୍ୟାଟର ଶ୍ରେୟଂଶ୍ ଭରଦ୍ୱାଜ। ସେ ମାତ୍ର ୯୧ ଟି ବଲରେ ବିସ୍ଫୋରକ ୧୧୩ ରନ କରିଥିଲେ। ସେଥି ମଧ୍ୟରେ ସେ ୯ ଟି ଚୌକା ଓ ୬ ଟି ବିଶାଳ ଛକା ସାମିଲ ଥିଲା।

Share

Leave a Reply