ଅନୁଗୁଳ ପୋଲିସ ଟ୍ରେନିଂ କଲେଜର ୮୬ ବର୍ଷ ପୂର୍ତ୍ତି, ରକ୍ତ ଦାନ ଶିବିର ଆୟୋଜିତ

You are currently viewing ଅନୁଗୁଳ ପୋଲିସ ଟ୍ରେନିଂ କଲେଜର ୮୬ ବର୍ଷ ପୂର୍ତ୍ତି, ରକ୍ତ ଦାନ ଶିବିର ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୋଲିସ ଟ୍ରେନିଂ କଲେଜ ଠାରେ ଆଜି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।
ସୂଚନା ମୁତାବକ, ଆଜି ଅନୁଗୁଳ ପୋଲିସ ଟ୍ରେନିଂ କଲେଜର ୮୬ ବର୍ଷ ପୂର୍ତ୍ତି ଅବସରରେ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ଅନୁଗୁଳ ଡିଆଇଜି ଜେଏନ ପଙ୍କଜ ଉଦଘାଟନ କରିବା ସହିତ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ।

Share

Leave a Reply