ଅସହାୟ ମହିଳାଙ୍କୁ ଉଦ୍ଧାର କଲେ ସ୍ବେଛାସେବୀ

You are currently viewing ଅସହାୟ ମହିଳାଙ୍କୁ ଉଦ୍ଧାର କଲେ ସ୍ବେଛାସେବୀ

ଅନୁଗୁଳ: ଅନୁଗୁଳ ସହର କମଳା ଫାର୍ମ ଛକରେ ଦୀର୍ଘ ଦିନ ହେବ ବୁଲୁଥିବା ଜଣେ ଅସହାୟ ମହିଳାଙ୍କୁ ସିରିଡି ସାଇ ଚ୍ୟାରିଟେବୁଲ ଟ୍ରଷ୍ଟର ସ୍ବେଚ୍ଛାସେବୀ ଅଜୟ ତ୍ରିପାଠୀ ଉଦ୍ଧାର କରି ସିମିଳିପଡା ମେଡିକସ ଜରା ନିବାସରେ ରଖାଇଛନ୍ତି। ମହିଳାଙ୍କ ଘର ରାଜସ୍ଥାନରେ। ଉଦ୍ଧାର କାର୍ଯ୍ୟରେ ସ୍ବେଛାସେବୀ ବନିତା ପଟ୍ଟନାୟକ ଏବଂ ରାଜକୁମାର ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ। ବର୍ତମାନ ସୁଦ୍ଧା ଟ୍ରଷ୍ଟ ପକ୍ଷରୁ ୨୯ ଜଣ ନିରାଶ୍ରୟ ମହିଳାଙ୍କୁ ଉଦ୍ଧାର କରାଗଲାଣି।

Share

Leave a Reply