ଆଜି ପୌର ନିର୍ବାଚନ, ୪୦ ବୁଥରେ ହେବ ମତଦାନ

You are currently viewing ଆଜି ପୌର ନିର୍ବାଚନ, ୪୦ ବୁଥରେ ହେବ ମତଦାନ

ଅନୁଗୁଳ: ଅନୁଗୁଳ ପୌର ନିର୍ବାଚନ ପାଇଁ ଗୁରୁବାର ଭୋଟ ଗ୍ରହଣ ହେବ। ପୌର ପରିଷଦର ୨୩ଟି ୱାର୍ଡ ପାଇଁ ହେଉଥିବା ନିର୍ବାଚନରେ ୨୧ଟି ମତଦାନ କେନ୍ଦ୍ରର ୪୦ଟି ବୁଥ୍‌ରେ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଚଳିତ ନିର୍ବାଚନରେ ପୌରାଞ୍ଚଳର ୮ ଜଣ ପୌରାଧ୍ୟକ୍ଷ ପ୍ରାର୍ଥୀ ଓ ୭୫ ଜଣ କାଉଁସିଲର ପ୍ରାର୍ଥୀଙ୍କୁ ୩୪୨୯୩ ଭୋଟର ନିଜ ମତ ସାବ୍ୟସ୍ତ କରିବେ।

Share

Leave a Reply