ଆଲିଶାଙ୍କ ହାତ ଧରିବେ ନୌସେନାର ଲଢ଼ୁଆ ବୀର ସତିଶରାଜ

You are currently viewing ଆଲିଶାଙ୍କ ହାତ ଧରିବେ ନୌସେନାର ଲଢ଼ୁଆ ବୀର ସତିଶରାଜ

ଅନୁଗୁଳ: ନୌସେନା ଅଧିକାରୀଙ୍କୁ ଗତ ଡିସେମ୍ବର ୨୦୨୨ରେ ଦିଆଯାଉଥିବା ପାଇଲଟ ଟ୍ରେନିଂରେ ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିବା ଅନୁଗୁଳର ଲଢ଼ୁଆ ବୀର ଲେଫ୍ଟନାନଟ ସତିଶରାଜ ପ୍ରଧାନ ଜାନୁୟାରୀ ୩୧ରେ ବରଗଡ଼ର ଆଲିଶା ମହାପାତ୍ରଙ୍କ ହାତ ଧରିବାକୁ ଯାଉଛନ୍ତି। ବୃତ୍ତିରେ ଆଲିଶା ଜଣେ କେମିକାଲ ଇଞ୍ଜିନିୟର ବୋଲି ଜଣା ପଡ଼ିଛି। ପାଇଲଟିଂରେ ଶ୍ରେଷ୍ଠ ସ୍ଥାନ ହାସଲ କରି ସତିଶ ଫ୍ଲାଗ ଅଫିସର କମାଣ୍ଡିଂ ଇନ୍ ଚିଫ ଇଷ୍ଟ ରୋଲିଂ ଟ୍ରଫି ଏବଂ କେରଳ ରାଜ୍ୟପାଳ ଟ୍ରଫି ହାସଲ କରି ଚର୍ଚ୍ଚାକୁ ଆସିଥିଲେ। ଅନୁଗୁଳ ଟିଭି ଏ ଅବସରରେ ନବ ଦମ୍ପତ୍ତିଙ୍କ ସୁଖମୟ ବୈବାହିକ ଜୀବନ କାମନା କରୁଛି ।

Share

Leave a Reply