ଅନୁଗୁଳ: ଅନୁଗୁଳ ବିଜେଡି ଯୁବନେତା ସୌମ୍ୟରଂଜନ ସାହୁ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ରାଜ୍ୟ ବିଜେଡି ହାଇକମାଣ୍ଡ ନବୀନ ପଟନାୟକଙ୍କ ପାଖକୁ ପଠାଇଛନ୍ତି। ବିଜେଡିରେ ଯୋଗଦାନ ପରେ ନିର୍ବାଚନ ବେଳେ ଯୁବ ନେତୃତ୍ବକୁ ସେ ସଂଗଠିତ କରିଥିଲେ। ଏଟିଭିକୁ ଏକ ପ୍ରତିକ୍ରିୟାରେ ଶ୍ରୀ ସାହୁ କହିଛନ୍ତି ଯେ, ଦଳିୟ ବିଶୃଙ୍ଖଳା ଓ ଦଳରେ ଗୋଷ୍ଠୀ କନ୍ଦଳ ଯୋଗୁଁ ସେ ଇସ୍ତଫା ଦେଉଛନ୍ତି।
ବିଜେଡି ଯୁବନେତା ସୌମ୍ୟରଂଜନଙ୍କ ଇସ୍ତଫା
- Post published:January 7, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
