ଅନୁଗୁଳ: ଅନୁଗୁଳ ସହର ଅମଲାପଡ଼ା ଜୟଦୁର୍ଗା ମାର୍କେଟ୍ରେ ଜଣେ ଦୋକାନୀ ପୌରପାଳିକା ଦୋକାନ ଗୃହ ବେଆଇନ ଭାବରେ ପୁନଃ ନିର୍ମାଣ କରିଛନ୍ତି। ପୌରପାଳିକା ଦୋକାନ ଘରକୁ ୨ ଭାଗ କରି ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟାଙ୍କର ଏଟିଏମ୍ କରିବାକୁ ଯୋଜନା କରୁଥିବା ଜଣାଯାଇଛି। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୌର ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ତା ତଦନ୍ତ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି।
ପୌରପାଳିକା ଦୋକାନ ଗୃହରେ ବେଆଇନ୍ ନିର୍ମାଣ
- Post published:November 6, 2020
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
