ପରୀବିକ୍ଷଣ ଛାତ୍ରାବାସ ପାଚେରୀ ଭାଙ୍ଗିଲା

0

ଅନୁଗୁଳ: ଅନୁଗୁଳ ପରୀବିକ୍ଷଣ ଛାତ୍ରାବାସ ପଛପାଖ ପାଚେରୀ ଗତ ୫ ତାରିଖ ଭୋର ବେଳେ ଭୁଶୁଡ଼ି ଯାଇଛି। ଏହି ବାଳ ସୁଧାର ଗୃହ ଅତି ସମ୍ବେଦନଶୀଳ ଇଲାକା ହୋଇଥିବାବେଳେ ଏ ଘଟଣାରେ ଜେଲ୍‌ ଅଧିକ୍ଷକ ଅମିର କୁମାର ନାଥଶର୍ମା ଜିଲ୍ଲାପାଳ ଏବ˚ ଏସ୍‌ପିଙ୍କୁ ଅବଗତ କରାଇଛନ୍ତି।ପୂର୍ତ୍ତ ବିଭାଗ ପକ୍ଷରୁ ପୁନଃ ନିର୍ମାଣ କରିବାକୁ ଅନୁରୋଧ କରାଯାଇଥିବା ଶ୍ରୀ ନଥଶର୍ମା ପ୍ରକାଶ କରିଛନ୍ତି। ତେବେ ସୁରକ୍ଷା ଦୃଷ୍ଟିରୁ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave A Reply

Your email address will not be published.

error: Content is protected !!