ଖେଳ ଗଲାଣି ଚୁଲିକୁ

ଜାଗା ଖୋଜୁଛି ମିନି ଷ୍ଟାଡିୟମ୍‌

0

ଅନୁଗୁଳ: ଗାଁଠୁଁ ସହର ଯାଏଁ ସବୁଠି ଖେଳର ବିକାଶ କଥା କୁହାଯାଉଛି। ସରକାର ଏଥିପାଇଁ ଅର୍ଥ ବରାଦ ମଧ୍ୟ କରୁଛନ୍ତି। କିନ୍ତୁ କାମ ହୋଇପାରୁନି। ଜିଲ୍ଲାର ପ୍ରତି ବ୍ଲକ୍‌ରେ ମିନି ଷ୍ଟାଡିୟମ୍‌ ପାଇଁ ଅର୍ଥ ଅନୁଦାନ ଆସିଥିଲା। ଅନୁଗୁଳ ବ୍ଲକ୍‌ ଓ ପୌରପାଳିକାକୁ ଛାଡ଼ିଦେଲେ ଅନ୍ୟ ବ୍ଲକ୍‌ରେ ଷ୍ଟାଡିୟମ୍‌ ଷ୍ଟାଡିୟମ୍‌ ନିର୍ମାଣ ସରିଲାଣି। ଜାଗା ମିଳୁନଥିବାରୁ ଅନୁଗୁଳ ବ୍ଲକ୍‌ ଓ ପୌରପାଳିକାରେ ମିନି ଷ୍ଟାଡିୟମ୍‌ ନିର୍ମାଣ କାମ ଅଟକି ରହିଛି। ସବୁଆଡ଼େ ଜବରଦଖଲ ସମସ୍ୟା। ତେଣୁ ଷ୍ଟାଡିୟମ୍‌ କେବେ ହେବ, ସେଥିନେଇ ଆଶଙ୍କା‌ ଦେଖାଦେଇଛି।

Leave A Reply

Your email address will not be published.

error: Content is protected !!