Sunshine Communication

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ୍। ସୂଚନା ମୁତାବକ, ଜଣେ ୧୫ ବର୍ଷର ନାବାଳିକା ଗତ ୧୫ ତାରିଖ ଦିନ ୨ ଟା ବେଳେ ତାଙ୍କ ନାନୀଙ୍କ ଘରକୁ ଯାଉଥିଲେ। ଏହି ସମୟରେ ଜାପାନୀ ଗୋଚ୍ଛାୟତ(୩୦) ନାମକ ଜଣେ ବିବାହିତ ବ୍ୟକ୍ତି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଏ ନେଇ ପରିବାର ତରଫରୁ ନିଶା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗପାଇ ପୁଲିସ୍ ଏକ ମାମଲା ରୁଜୁକରି ଘଟଣାର ତଦନ୍ତକରି ବୁଧବାର ଜାପାନୀଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Puspa Facial Hub

Leave A Reply

Your email address will not be published.