DIET ଅନୁଗୁଳରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ପାଳନ
ଅନୁଗୁଳ: ଗର୍ବ ଓ ଗୌରବର ସହିତ ଆଜି DIET (ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ), ଅନୁଗୋଳ ତରଫରୁ ମହାନ ରାଷ୍ଟ୍ରୀୟ ଗୀତ 'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏହି ଐତିହାସିକ ଅବସରରେ ପ୍ରତିଷ୍ଠାନ ପରିସରରେ ଏକ…
