ବ୍ରାଉନସୁଗାର ଚାଲାଣ ବେଳେ ୩ ଗିରଫ: ୧୩ ଗ୍ରାମରୁ ଅଧିକ ଜବତ
ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୋଲିସ ଏକ ବଡ଼ ଧରଣର ବ୍ରାଉନ ସୁଗାର ଚାଲାଣକୁ ପଣ୍ଡ କରିଛି। ତେଣ୍ଟୁଲୋଇରୁ ଛେଣ୍ଡିପଦା ଅଭିମୁଖେ ସ୍କୁଟିରେ ବ୍ରାଉନସୁଗାର ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା…




