କାର୍ରୁ ୧୦.୩୬୦ କିଲୋ ଗଞ୍ଜେଇ ଜବତ, ୪ ଜଣଙ୍କୁ ଧରିଲା ପୁଲିସ
ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଏକ କାର୍ରୁ ୧୦ କିଲୋ ୩୬୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ୬୪ ହଜାର ୮୬୦ ଟଙ୍କା ନଗଦ ଓ ଗଞ୍ଜେଇ ଚାଲାଣରେ ବ୍ୟବହୃତ କାର୍କୁ ମଧ୍ୟ…
ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଏକ କାର୍ରୁ ୧୦ କିଲୋ ୩୬୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ୬୪ ହଜାର ୮୬୦ ଟଙ୍କା ନଗଦ ଓ ଗଞ୍ଜେଇ ଚାଲାଣରେ ବ୍ୟବହୃତ କାର୍କୁ ମଧ୍ୟ…
ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ବାଗଡ଼ିଆ ଥାନା ପୋଲିସ ପାଟ୍ରୋଲିଂ ବେଳେ ବିପୁଳ ଡିଜେଲ ଜବତ କରିଛି। ଏକ ଇଣ୍ଡିଗୋ କାର୍ରୁ ୨୮୦ ଲିଟର ଚୋରା ଡିଜେଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ…
ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ଗ୍ରାମର ବାବା ଭୋଲେଶ୍ୱର ମହାଦେବ ମନ୍ଦିରରୁ ହୁଣ୍ଡି ଦାନବାକ୍ସ ଭାଙ୍ଗି ପ୍ରାୟ ୨୦ ହଜାର ଟଙ୍କା ଚୋରି ହୋଇଛି। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟ ଗ୍ରିଲ୍ କବାଟ ଭାଙ୍ଗି ଭିତରକୁ…
ଅନୁଗୋଳ: ସାରସ୍ୱତ ସାହିତ୍ୟ ସଂସଦ,ଛେଣ୍ଡିପଦା ପକ୍ଷରୁଫ ଗତକାଲି ଅପରାହ୍ଣରେ ବାଗେଡିଆ ସ୍ଥିତ ଆଶୀର୍ବାଦ ଭବନ ଠାରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ଉତ୍ସବ ଆୟୋଜିତ ହୋଇଯାଇଛି। ସଂସଦର ସଭାପତି ଡ଼. ଅକ୍ଷୟ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ…
ଅନୁଗୋଳ: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET), ଅନୁଗୋଳ, ଛେଣ୍ଡିପଦା ଓ ସାରସ୍ୱତ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ପଦ୍ମଶ୍ରୀ କବି ରାଧାମୋହନ ଗଡ଼ନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ଥାନୀୟ ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି…
ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପଞ୍ଚାୟତର ପାଣସାହି ଗ୍ରାମରେ ଶନିବାର ଏକ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଛି। ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ (ଜିଏମଡିସି) ର ବୈତରଣୀ ୱେଷ୍ଟ କୋଲ୍ ପ୍ରୋଜେକ୍ଟ ପକ୍ଷରୁ ସିଏସଆର ପାଣ୍ଠି…
ଅନୁଗୋଳ: ଛେଣ୍ଡିପଦାରେ ପ୍ରସ୍ତାବିତ ମେସର୍ସ ରୁଙ୍ଗଟା କମ୍ପାନୀର ଅଳକାନନ୍ଦା କୋଇଲା ଖଣି ଜନଶୁଣାଣିକୁ କଂଗ୍ରେସ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ଏନେଇ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ସସ୍ମିତା ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ପ୍ରଦୂଷଣ…
ଅନୁଗୋଳ: ସ୍ଥାନୀୟ ଛେଣ୍ଡିପଦା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡାଏଟ୍) ପରିସରରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଦେଶପ୍ରେମର ସହ ପାଳିତ ହୋଇଛି। ପ୍ରତିଷ୍ଠାନର ଅଧ୍ୟକ୍ଷ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଓ…
ଅନୁଗୋଳ: ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ପାଟକୁମୁଣ୍ଡା ପଞ୍ଚାୟତ ଭାଲୁଖାଇ ଢିପ ଗ୍ରାମରେ ଗୁରୁବାର ବଣୁଆ ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ଆହତ ଚାଷୀ ଜଣକ ହେଲେ ୪୫ ବର୍ଷୀୟ ପରମେଶ୍ବର ସାହୁ। ସୂଚନା…
ଅନୁଗୋଳ: ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ରାଇପାଳ ଗ୍ରାମରେ ହାତୀ ଆତଙ୍କ। ଗ୍ରାମର ଜଣଙ୍କ ଘର ବାଡ଼ିରେ ୪ ଟିକିଆ ହାତୀପଲ ପଶି ବ୍ୟାପକ କ୍ଷତି କରିଛନ୍ତି। ଏହି ସମୟରେ ହାତୀ ଘଉଡ଼ାଉଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ହାତୀ ସ୍କ୍ୱାଡ୍…