ପୂର୍ବତନ ସରପଞ୍ଚ ସୁଷମା ପ୍ରଧାନଙ୍କ ପରଲୋକ

ଅନୁଗୋଳ: ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଶିମିଳିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଷମା ପ୍ରଧାନଙ୍କ ନିଜ ବାସଭବନରେ ପରଲୋକ ହୋଇଯାଇଛି। ସେ ଜଣେ ଜନପ୍ରିୟ ନାରୀନେତ୍ରୀ, ସମାଜସେବୀ, ପରୋପକାରୀ ଓ ଧର୍ମପରାୟଣ ମହିଳା ଭାବେ ବେଶ୍ ଜଣାଶୁଣା ଥିଲେ। ତାଙ୍କ ବିୟୋଗରେ ସମଗ୍ର…

Continue Readingପୂର୍ବତନ ସରପଞ୍ଚ ସୁଷମା ପ୍ରଧାନଙ୍କ ପରଲୋକ

ବ୍ଲକସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମିନି ଷ୍ଟାଡିୟମରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଓ ଚୟନ ଶିବିର ଅନୁଷ୍ଠିତ ହୋଇଛି। ବିଧାୟକ ପ୍ରତିନିଧି ଅକ୍ଷୟପାଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ୧୪…

Continue Readingବ୍ଲକସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା

ବିଦ୍ୟୁତ୍‌ କାଟି ୧୦ରୁ ଅଧିକ ଘରେ ବାହାରୁ ତାଲା ଦେଇ ଲୁଟ୍, ୧୫ ଭରି ସୁନା ଚୋରି କଲେ ଦୁର୍ବୃତ୍ତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ ପାତ୍ରପଡ଼ା ଗ୍ରାମର ଖଳାମାଳ ସାହିରେ ଏକ ବଡ଼ଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ପ୍ରଥମେ ସାହିର ବିଦ୍ୟୁତ୍‌ ଲାଇନ୍‌ କାଟିବା ପରେ ୧୦ରୁ ଅଧିକ ଘରର କବାଟକୁ ବାହାର ପଟୁ ତାଲା ପକାଇଥିବା ଜଣାପଡ଼ିଛି।…

Continue Readingବିଦ୍ୟୁତ୍‌ କାଟି ୧୦ରୁ ଅଧିକ ଘରେ ବାହାରୁ ତାଲା ଦେଇ ଲୁଟ୍, ୧୫ ଭରି ସୁନା ଚୋରି କଲେ ଦୁର୍ବୃତ୍ତ

ଲୋକକଳା ପ୍ରତିଭାଙ୍କୁ ‘କୁଣ୍ଡାଝରି’ର ସମ୍ମାନ, ପ୍ରତିଭାବାନ କଳାକାର ସମ୍ମାନିତ

ଅନୁଗୋଳ: ମାସିକ ସାହିତ୍ୟ ଇ-ପତ୍ରିକା ‘କୁଣ୍ଡାଝରି’ ଓ ‘ନାରୀକବି ବିଜୟଲକ୍ଷ୍ମୀ-ଡାକ୍ତର ଧନେଶ୍ୱର ମାଝୀ ଫାଉଣ୍ଡେସନ୍’ର ମିଳିତ ଆୟୋଜନରେ ଗଡ଼ମଣ୍ଡଳ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଲୋକକଳା ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଲୋକକଳାର ପ୍ରଚାର ଓ ସୁରକ୍ଷା…

Continue Readingଲୋକକଳା ପ୍ରତିଭାଙ୍କୁ ‘କୁଣ୍ଡାଝରି’ର ସମ୍ମାନ, ପ୍ରତିଭାବାନ କଳାକାର ସମ୍ମାନିତ

କାର୍‌ରୁ ୧୦.୩୬୦ କିଲୋ ଗଞ୍ଜେଇ ଜବତ, ୪ ଜଣଙ୍କୁ ଧରିଲା ପୁଲିସ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଏକ କାର୍‌ରୁ ୧୦ କିଲୋ ୩୬୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ୬୪ ହଜାର ୮୬୦ ଟଙ୍କା ନଗଦ ଓ ଗଞ୍ଜେଇ ଚାଲାଣରେ ବ୍ୟବହୃତ କାର୍‌କୁ ମଧ୍ୟ…

Continue Readingକାର୍‌ରୁ ୧୦.୩୬୦ କିଲୋ ଗଞ୍ଜେଇ ଜବତ, ୪ ଜଣଙ୍କୁ ଧରିଲା ପୁଲିସ

ଇଣ୍ଡିଗୋ କାର୍‌ରୁ ୨୮୦ ଲିଟର ବେଆଇନ ଡିଜେଲ ଜବତ; ଜଣେ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ବାଗଡ଼ିଆ ଥାନା ପୋଲିସ ପାଟ୍ରୋଲିଂ ବେଳେ ବିପୁଳ ଡିଜେଲ ଜବତ କରିଛି। ଏକ ଇଣ୍ଡିଗୋ କାର୍‌ରୁ ୨୮୦ ଲିଟର ଚୋରା ଡିଜେଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ…

Continue Readingଇଣ୍ଡିଗୋ କାର୍‌ରୁ ୨୮୦ ଲିଟର ବେଆଇନ ଡିଜେଲ ଜବତ; ଜଣେ ଗିରଫ

ଶିବ ମନ୍ଦିରରେ ଚୋରି, ହୁଣ୍ଡି ଭାଙ୍ଗି ନେଇଗଲେ ୨୦ ହଜାର ଟଙ୍କା

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ଗ୍ରାମର ବାବା ଭୋଲେଶ୍ୱର ମହାଦେବ ମନ୍ଦିରରୁ ହୁଣ୍ଡି ଦାନବାକ୍ସ ଭାଙ୍ଗି ପ୍ରାୟ ୨୦ ହଜାର ଟଙ୍କା ଚୋରି ହୋଇଛି। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟ ଗ୍ରିଲ୍ କବାଟ ଭାଙ୍ଗି ଭିତରକୁ…

Continue Readingଶିବ ମନ୍ଦିରରେ ଚୋରି, ହୁଣ୍ଡି ଭାଙ୍ଗି ନେଇଗଲେ ୨୦ ହଜାର ଟଙ୍କା

ଛେଣ୍ଡିପଦାରେ କବି ଗଙ୍ଗାଧର ଜୟନ୍ତୀ

ଅନୁଗୋଳ: ସାରସ୍ୱତ ସାହିତ୍ୟ ସଂସଦ,ଛେଣ୍ଡିପଦା  ପକ୍ଷରୁଫ ଗତକାଲି ଅପରାହ୍ଣରେ ବାଗେଡିଆ ସ୍ଥିତ ଆଶୀର୍ବାଦ ଭବନ ଠାରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ଉତ୍ସବ ଆୟୋଜିତ ହୋଇଯାଇଛି। ସଂସଦର ସଭାପତି ଡ଼. ଅକ୍ଷୟ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ…

Continue Readingଛେଣ୍ଡିପଦାରେ କବି ଗଙ୍ଗାଧର ଜୟନ୍ତୀ

ଛେଣ୍ଡିପଦାରେ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଜୟନ୍ତୀ ପାଳିତ

ଅନୁଗୋଳ: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET), ଅନୁଗୋଳ, ଛେଣ୍ଡିପଦା ଓ ସାରସ୍ୱତ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ପଦ୍ମଶ୍ରୀ କବି ରାଧାମୋହନ ଗଡ଼ନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ଥାନୀୟ ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି…

Continue Readingଛେଣ୍ଡିପଦାରେ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଜୟନ୍ତୀ ପାଳିତ

ଛେଣ୍ଡିପଦାରେ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ, ଉପକୃତ ହେବେ ୮୦ ପରିବାର

​ ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପଞ୍ଚାୟତର ପାଣସାହି ଗ୍ରାମରେ ଶନିବାର ଏକ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଛି। ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ (ଜିଏମଡିସି) ର ବୈତରଣୀ ୱେଷ୍ଟ କୋଲ୍ ପ୍ରୋଜେକ୍ଟ ପକ୍ଷରୁ ସିଏସଆର ପାଣ୍ଠି…

Continue Readingଛେଣ୍ଡିପଦାରେ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ, ଉପକୃତ ହେବେ ୮୦ ପରିବାର