ଯୁବତୀଙ୍କୁ କମେଣ୍ଟ, ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରି ରୋଡ୍ ରୋମିଓ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ରାଜ୍ୟ ରାଜପଥରେ ଜଣେ ଯୁବତୀଙ୍କୁ ଅଶ୍ଲୀଳ ଭାଷାରେ କମେଣ୍ଟ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ଅଭିଯୋଗରେ ଷଣ୍ଢପାଳ ଗାଁର ରାହୁଲ ନାଏକକୁ ଛେଣ୍ଡିପଦା ପୋଲିସ ଗିରଫ କରିଛି। ଯୁବତୀ ଜଣକ ଏକ…

Continue Readingଯୁବତୀଙ୍କୁ କମେଣ୍ଟ, ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରି ରୋଡ୍ ରୋମିଓ ଗିରଫ

ଘର ଜାଗା ବିବାଦରେ ମରଣାନ୍ତକ ଆକ୍ରମଣ, ଜଣେ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗଡିଆ ଥାନା ଅଧୀନ ସରପାଳ ଗାଁରେ ଘର ଜାଗା ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ନରେଶ ନାଏକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ଅନୁସାରେ, ଗୁଦୁରା ନାଏକଙ୍କୁ ଇନ୍ଦିରା…

Continue Readingଘର ଜାଗା ବିବାଦରେ ମରଣାନ୍ତକ ଆକ୍ରମଣ, ଜଣେ ଗିରଫ

ଛେଣ୍ଡିପଦାରେ ଛାତ୍ରୀଙ୍କୁ ଅସଦାଚରଣ: ବିଦ୍ୟାଳୟରେ ତାଲା, ଗଛ ମୂଳେ ଧାରଣା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ପାତ୍ରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଲିପନ କୁମାର ବେହେରାଙ୍କ ବିରୋଧରେ ମଦ୍ୟପାନ ଅବସ୍ଥାରେ ଦୁଇ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ପରେ ଅଭିଭାବକମାନେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ…

Continue Readingଛେଣ୍ଡିପଦାରେ ଛାତ୍ରୀଙ୍କୁ ଅସଦାଚରଣ: ବିଦ୍ୟାଳୟରେ ତାଲା, ଗଛ ମୂଳେ ଧାରଣା

ବାଗଡିଆ ସମବାୟ ସମିତିରେ ସାର ଅଭାବ ନେଇ ଉତ୍ତେଜନା, ଚାଷୀଙ୍କ ତାଲାବନ୍ଦ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲାର ବାଗଡିଆ ସେବା ସମବାୟ ସମିତିରେ ୟୁରିଆ ସାର ଅଭାବ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ସକାଳୁ ଶହଶହ ଚାଷୀ ଆଧାର କାର୍ଡ ସହ ଲାଇନରେ ଅପେକ୍ଷା କରିଥିଲେ, କିନ୍ତୁ ୭୦୦ ବସ୍ତା ସାର ଆସିଥିବା ବେଳେ ୧୫୦୦ରୁ…

Continue Readingବାଗଡିଆ ସମବାୟ ସମିତିରେ ସାର ଅଭାବ ନେଇ ଉତ୍ତେଜନା, ଚାଷୀଙ୍କ ତାଲାବନ୍ଦ

ଛେଣ୍ଡିପଦା ବସ୍ ମାଲିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଜଗନ୍ନାଥ ବସ୍ ମାଲିକ ସଂଘର ସାଧାରଣ ବୈଠକ ରବିବାର ପୂର୍ବାହ୍ନରେ ପାତ୍ରପଡାସ୍ଥିତ ମା ବାୟାଣୀପୀଠ ଠାରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ଆଇନ ପରାମର୍ଶଦାତା ଲମ୍ବୋଦର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ପାଇଁ…

Continue Readingଛେଣ୍ଡିପଦା ବସ୍ ମାଲିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ବାଗଡିଆ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବାଗଡିଆ ଉଚ୍ଚ ବିଦ୍ୟାଳୟରେ ଶନିବାର ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୨ଟି ଉଚ୍ଚ ବିଦ୍ୟାଳୟର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

Continue Readingବାଗଡିଆ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର

ପୂର୍ବତନ ସରପଞ୍ଚଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ପାତ୍ରପଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଯୋଗେଶ୍ୱର ସାହୁଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘ ଦିନ ହେବ ରାଜନୀତି ଓ ସାମାଜିକ କାର୍ଯ୍ୟରେ ସକ୍ରିୟ ଥିବା ଯୋଗେଶ୍ୱର ପଞ୍ଚାୟତରେ ସମିତି ସଭ୍ୟ, ସରପଞ୍ଚ ଏବଂ ଭାଜପା…

Continue Readingପୂର୍ବତନ ସରପଞ୍ଚଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

ଛେଣ୍ଡିପଦାରେ ପାହାଡ଼ ଧସିଲା: ପାତ୍ରପଡା-ହଣ୍ଡପା ରାସ୍ତାରେ ଯାତାୟାତ ଠପ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ର ପାତ୍ରପଡା ନିକଟସ୍ଥ ଦେବୀନଗର ପାହାଡ଼ରୁ ଭୂସ୍ଖଳନ ହେବା ଫଳରେ ପାତ୍ରପଡା-ହଣ୍ଡପା ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗତ ତିନି ଦିନର ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ମାଟି ଓ ଅତଡ଼ା ଖସି ରାସ୍ତା…

Continue Readingଛେଣ୍ଡିପଦାରେ ପାହାଡ଼ ଧସିଲା: ପାତ୍ରପଡା-ହଣ୍ଡପା ରାସ୍ତାରେ ଯାତାୟାତ ଠପ୍

ବ୍ରାହ୍ମଣବିଲରେ ଗଜାନନଙ୍କ ମେଲଣ ଉତ୍ସବ ଓ ଆଜ୍ଞା ଲଡୁ ନିଲାମ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣବିଲ ଗ୍ରାମରେ ପ୍ରଭୁ ଗଜାନନଙ୍କ ଭସାଣି ଉତ୍ସବ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ଗ୍ରାମର ୭ଟି ମେଢ଼କୁ ନେଇ ଅପରାହ୍ନ ୩ଟାରୁ ବନ୍ଧସାହିରୁ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ସମୟରେ…

Continue Readingବ୍ରାହ୍ମଣବିଲରେ ଗଜାନନଙ୍କ ମେଲଣ ଉତ୍ସବ ଓ ଆଜ୍ଞା ଲଡୁ ନିଲାମ

ବଜ୍ରପାତରେ ନେଲା ମହିଳା ଚାଷୀଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ସାପୋଇନାଳି  ଇଗିନୋ କଲେଜ ନିକଟ ବିଲରେ ବଜ୍ରାଘାତରେ ମହିଳା ଚାଷୀ ମୃତ , ଜଣେ ଗୁରୁତର ଆହତ ହୋଇଛନ୍ତି  । ମୃତକ ମହିଳା ଜଣଙ୍କ ହେଲେ ମାଝୀମୁଣ୍ତା ସାହିର ସୁମତୀ ବେହେରା ଓ ଗୁରୁତର…

Continue Readingବଜ୍ରପାତରେ ନେଲା ମହିଳା ଚାଷୀଙ୍କ ଜୀବନ