ଛେଣ୍ଡିପଦାରେ ପାହାଡ଼ ଧସିଲା: ପାତ୍ରପଡା-ହଣ୍ଡପା ରାସ୍ତାରେ ଯାତାୟାତ ଠପ୍
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ର ପାତ୍ରପଡା ନିକଟସ୍ଥ ଦେବୀନଗର ପାହାଡ଼ରୁ ଭୂସ୍ଖଳନ ହେବା ଫଳରେ ପାତ୍ରପଡା-ହଣ୍ଡପା ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗତ ତିନି ଦିନର ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ମାଟି ଓ ଅତଡ଼ା ଖସି ରାସ୍ତା…




