ଆହତ ଘଡ଼ିଆଳର ଚାଲିଛି ଚିକିତ୍ସା, ମୃତ୍ୟୁ ଖବର ଗୁଜବ: ଡିଏଫଓ

ଅନୁଗୁଳ: ଜୁନ ୨୨ ତାରିଖରେ ମହାନଦୀର ସାତକୋଶିଆ ଗଣ୍ଡରେ ମଗର ଓ ଘଡ଼ିଆଳ ଲଢେଇରେ ଥଣ୍ଟ ଛିଣ୍ଡିଥିବା ବୟସ୍କ ଘଡ଼ିଆଳର ଚିକିତ୍ସା କରୁଛି ବନବିଭାଗ। ଆହତ ଘଡ଼ିଆଳକୁ ନଦୀରୁ ଉଦ୍ଧାର କରି ଟିକରପଡା ସ୍ଥିତ ଚିଡିଆଖାନା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସାତକୋଶିଆ…

Continue Readingଆହତ ଘଡ଼ିଆଳର ଚାଲିଛି ଚିକିତ୍ସା, ମୃତ୍ୟୁ ଖବର ଗୁଜବ: ଡିଏଫଓ

ସାତକୋଶିଆ ଗଣ୍ଡରେ ପୁଣି ୩୦ରୁ ଊର୍ଦ୍ଧ୍ଵ ଛୁଆ ଦେଲେ ଘଡ଼ିଆଳ

ଅନୁଗୁଳ: ସାତକୋଶିଆରେ କ୍ରମାଗତ ତୃତୀୟ ଥର ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି। ଗୁରୁବାର ଅଣ୍ଡା ଫୁଟି ଘଡ଼ିଆଳ କୁମ୍ଭୀର ଛୁଆ ବାହାରିଛନ୍ତି। ମା' କୁମ୍ଭୀର ସହ ଛୁଆଗୁଡିକ ଖେଳୁଥିବାର ଫଟୋ ବନ ବିଭାଗର କ୍ୟାମେରାରେ କଏଦ କରିଛି। ସାତକୋଶିଆ ଗଣ୍ଡର…

Continue Readingସାତକୋଶିଆ ଗଣ୍ଡରେ ପୁଣି ୩୦ରୁ ଊର୍ଦ୍ଧ୍ଵ ଛୁଆ ଦେଲେ ଘଡ଼ିଆଳ

ଅଧିକାରୀ ହେବ ତ ଏମିତି! ଅପହଞ୍ଚ ସାତକୋଶିଆରେ ଗଛ ମୂଳରେ ବସି ଡାକ ସେବା ଯୋଗାଉଛନ୍ତି ପୋଷ୍ଟ ମାଷ୍ଟର ପଦ୍ମିନୀ ଜେନା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ବନ୍ୟା ପରିସ୍ଥିତି। ପାଣି ଛାଡୁଥିବା ବେଳେ ଲୋକମାନେ ଘରକୁ ଫେରୁଛନ୍ତି। ତେବେ ଏଭଳି ସ୍ଥିତିରେ ନଦୀ କୂଳରେ ଲୋକଙ୍କୁ ସେବା ଯୋଗାଉଛନ୍ତି ଜଣେ ସରକାରୀ କର୍ମଚାରୀ। ଅଫିସରେ ନେଟୱାର୍କ ନ ଥିବାରୁ…

Continue Readingଅଧିକାରୀ ହେବ ତ ଏମିତି! ଅପହଞ୍ଚ ସାତକୋଶିଆରେ ଗଛ ମୂଳରେ ବସି ଡାକ ସେବା ଯୋଗାଉଛନ୍ତି ପୋଷ୍ଟ ମାଷ୍ଟର ପଦ୍ମିନୀ ଜେନା

ହାତୀ ଛୁଆ ଉଦ୍ଧାର

ଅନୁଗୁଳ: ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ରେଞ୍ଜ ଅନ୍ତର୍ଗତ ବାଲିଜେରେଙ୍ଗ ଗ୍ରାମ ନିକଟରୁ ଏକ ହାତି ଛୁଆ ଶୁକ୍ରବାର ଉଦ୍ଧାର ହୋଇଛି। ସକାଳେ ଏକ ହାତୀ ଛୁଆ ହାତୀପଲ ଠାରୁ ଅଲଗା ହୋଇ ବାଲିଜେରେଙ୍ଗ ଗାଁରେ ଏଣେତେଣେ ବୁଲୁଥିଲା ବେଳେ ସ୍ଥାନୀୟ ଲୋକମାନେ…

Continue Readingହାତୀ ଛୁଆ ଉଦ୍ଧାର

ସୁନ୍ଦରୀ’କୁ ନେବାକୁ ଆସିଲା ଟିମ୍

ଅନୁଗୁଳ: ବାନ୍ଧବଗଡ଼ର ବାଘୁଣୀ ତଥା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ବିଫଳ ନାୟିକା ସୁନ୍ଦରୀ’କୁ ଫେରାଇ ନେବାକୁ ୭ ଜଣିଆ ଟିମ୍ ଆସି ପହଞ୍ଚିଛନ୍ତି । ମଧ୍ୟପ୍ରଦେଶ ‘କାହ୍ନ। ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ଏହି ଟିମରେ ଜଣେ ଏସିସିଏଫ୍ ଓ ଜଣେ…

Continue Readingସୁନ୍ଦରୀ’କୁ ନେବାକୁ ଆସିଲା ଟିମ୍

କୂଅରେ ପଡ଼ିଲା ହାତୀ, ଉଦ୍ଧାର ଜାରି

ଅନୁଗୁଳ: ଅନୁଗୁଳ ବ୍ଲକ୍ ତଥା ପୁରୁଣାଗଡ଼ ବନାଞ୍ଚଳ ବାଲିଜେରେଙ୍ଗ ଗ୍ରାମରେ ଏକ ମାଈହାତୀ ପରିତ୍ୟକ୍ତ କୂଅରେ ପଡ଼ି କଲବଲ ହେଉଛି। ଆଜି ସକାଳୁ ଗ୍ରାମର କିଛି ଲୋକ କୂଅରେ ହାତୀ ପଡ଼ିଥିବାଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ…

Continue Readingକୂଅରେ ପଡ଼ିଲା ହାତୀ, ଉଦ୍ଧାର ଜାରି

୮ରୁ ସାତକୋଶିଆରେ କୁମ୍ଭୀର ଗଣନା

ଅନୁଗୁଳ: ଚଳିତ ମାସ ୮ ତାରିଖ ଠାରୁ ୧୧ତାରିଖ ପର୍ଯ୍ୟନ୍ତ ସାତକୋଶିଆ ଅଭୟାରଣ୍ୟରେ କୁମ୍ଭୀର ଗଣନା ଆରମ୍ଭ ହେବାକୁ ଯାଉଛି। ସାତକୋଶିଆର ମହାନଦୀ ଏବଂ ଆଠମଲ୍ଲିକର ବିଭିନ୍ନ ଜଳାଶୟରେ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ବନ ବିଭାଗର ୧୩ଟି…

Continue Reading୮ରୁ ସାତକୋଶିଆରେ କୁମ୍ଭୀର ଗଣନା

ସାତକୋଶିଆ ସାମ୍ବାଦିକ ସ˚ଘର ବୈଠକ

ଅନୁଗୁଳ: ଅନୁଗୁଳ ବ୍ଲକ୍‌ ସାତକୋଶିଆ ସାମ୍ବାଦିକ ସ˚ଘର ବାର୍ଷିକ ସାଧାରଣ ବୈଠକ ରବିବାର ଲକ୍ଷ୍ମଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ସ˚ଘ ସଭାପତି ଦିନେଶ ଦେହୁରୀ ବୈଠକରେ ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ସୌରଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସହ ସ˚ଘର…

Continue Readingସାତକୋଶିଆ ସାମ୍ବାଦିକ ସ˚ଘର ବୈଠକ