ଅନୁଗୁଳରେ ବିରାଜିଲେ ଧନଦାତ୍ରୀ

୩୧ଟି ସ୍ଥାନରେ ପୂଜା

0

ଅନୁଗୁଳ: ଚଳିତ ବର୍ଷ ଫିକା ମାହୋଲରେ ଆରମ୍ଭ ହୋଇଛି ଅନୁଗୁଳର ପ୍ରସିଦ୍ଧ ଲକ୍ଷ୍ମୀ ପୂଜା।

କୋଭିଡ୍‌ କଟକଣା ଯୋଗୁଁ ବିନା ବାଜା, ତୋରଣ, ଆଲୋକସଜ୍ଜାର ପୂଜା କେବଳ ବିଧି ସ˚ପନ୍ନ ପାଇଁ କରାଯାଉଛି। ୭ ଜଣ କର୍ମକର୍ତ୍ତାଙ୍କୁ ନେଇ ପରଦା ପଛରେ ପୂଜା ପାଉଛନ୍ତି ଧନଦାତ୍ରୀ। ଚଳିତ ବର୍ଷ ଅସ୍ଥାୟୀ ଦୋକାନୀଙ୍କ ଭିଡ଼, ମୀନାବଜାର, ଅପେରା, ମେଲୋଡ଼ି ଆଦି ଦେଖିବାରୁ ବ˚ଚିତ ହେବେ ଅନୁଗୁଳବାସୀ। ଏସବୁ ସତ୍ତ୍ବେ ପୂଜାକୁ ଦେଖି ପୁଲିସ୍‌ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 

Leave A Reply

Your email address will not be published.

error: Content is protected !!