ଅନୁଗୁଳ ଡାକ୍ତରଖାନାରେ କୋଭିଡ୍‌ କଟକଣାକୁ ଫୁ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦିନକୁ ଦିନ ସାଧାରଣ ରୋଗୀଙ୍କ ସ˚ଖ୍ୟା ବଢ଼ି ଚାଲିଛି। ଦିନକୁ ପ୍ରାୟ ୪୦୦ରୁ ଅଧିକ ରୋଗୀ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ନେଇ ଆସୁଛନ୍ତି। କିନ୍ତୁ ଓପିଡି ପ୍ରବେଶ ଦ୍ବାରରେ ସେମାନଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ବ୍ୟବସ୍ଥା ନାହିଁ। ଫଳରେ କରୋନା ସ˚କ୍ରମଣର ଆଶଙ୍କା ଦେଖାଦେଇଛି। ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ଭିଡ଼କୁ ନିୟନ୍ତ୍ରଣ କରିବା ସହ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହେଉଛି।

Leave A Reply

Your email address will not be published.

error: Content is protected !!