maa mangala vihar

ଅନୁଗୁଳ ଡାକ୍ତରଖାନା ସେଣ୍ଟ୍ରାଲ୍‌ ଅକ୍ସିଜେନ୍‌ ସପ୍ଲାଏ ବ୍ୟବସ୍ଥା ପାଇଁ କୁନ୍ଥକୁନ୍ଥ

0

ଅନୁଗୁଳ: ଅନୁଗୁଳ ଡାକ୍ତରଖାନାର ସମସ୍ୟା ନ କହିବା ଭଲ। ଗୋଟିଏ ଅଡୁଆ ନତୁଟୁଣୁ ଆଉ ଗୋଟିଏ ସମସ୍ୟା ଦେଖାଦେଇଛି। ରୋଗୀଙ୍କ ଶଯ୍ୟା ସହିତ ପାଇପ୍‌ଲାଇନ୍‌ ଗତ ୨ ବର୍ଷ ତଳୁ କିଣାସରିଛି। କିନ୍ତୁ ଏହାକୁ କାହିଁକି କାର୍ଯ୍ୟକାରୀ କରାଯାଉନାହିଁ, ତାହା ବୁଝାପଡୁନାହିଁ। ଶୀତଦିନ ଆସିଲାଣି। ନିମୋନିଆ, ଶ୍ବାସ ରୋଗୀଙ୍କ ସ˚ଖ୍ୟା ବଢ଼ିବା ନିଶ୍ଚିତ। ଏଭଳି ସ୍ଥଳେ ଏହି ଜିଲ୍ଲାରେ ଅକ୍ସିଜେନ୍‌ ଯୋଗାଣ ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.