maa mangala vihar

ଦେଢବର୍ଷ ପରେ ନାବାଳିକା ଅଣ୍ଟାରୁ ବାହାରିଲା ଛୁଞ୍ଚି

0

ଅନୁଗୁଳ: ଦୀର୍ଘ ଦେଢ ବର୍ଷର ପ୍ରତୀକ୍ଷା ପରେ ତାଳଚେର ଅଞ୍ଚଳର ଜଣେ ନାବାଳିକା ଶାଳିନୀ ବେହେରା ଅଣ୍ଟାରୁ ଛୁଞ୍ଚି ବାହାର କରିଛନ୍ତି ସମ ଅଲ୍ଟିମେଟର ଡାକ୍ତରମାନେ । ତାଳଚେର, ଅନୁଗୁଳ, ଶିଶୁଭବନ, ଏସସିବି, ଏମ୍ସ ଦୌଡି ଦୌଡି ନୟାନ୍ତ ହେବାପରେ ଶାଳିନୀର ବାପା ନିରଞ୍ଜନ ବେହେରା ଶେଷରେ ଜଣେ ବନ୍ଧୁଙ୍କ ସହଯୋଗରେ ଏହି ଅପରେସନ କରାଇଛନ୍ତି । ପ୍ରକାଶଯୋଗ୍ୟ, ଶାଳିନୀକୁ ଜ୍ଵର ହେବାରୁ ତାଳଚେର ଅଞ୍ଚଳର ଗୋଟିଏ ଘରୋଇ କ୍ଲିନିକରେ ଜଣେ ଡାକ୍ତର ଇଞ୍ଜେକ୍ସନ ଦେବାବେଳେ ଛୁଞ୍ଚିଟି ଭାଙ୍ଗି ଅଣ୍ଟାରେ ରହି ଯାଇଥିଲା । ଏଲଆର୍ମ ମେସିନ ନଥିବାରୁ ଆଜିଯାଏଁ ନବାଳିକାର ଅସ୍ତ୍ରୋପଚାର ହେବାରେ ବିଳମ୍ବ ହୋଇଥିଲା ।

Leave A Reply

Your email address will not be published.