ଅନୁଗୁଳରେ ତାପମାତ୍ରା ଖସୁଛି

You are currently viewing ଅନୁଗୁଳରେ ତାପମାତ୍ରା ଖସୁଛି

ଅନୁଗୁଳ: ଗତ ଶୁକ୍ରବାର ଅନୁଗଳର ବର୍ତ୍ତମାନ ସର୍ବନିମ୍ନ ତାପମାତ୍ରା ୧୪.୬ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ଡିସେମ୍ବରରେ ଅନୁଗୁଳର ତାପମାତ୍ରା ପ୍ରାୟ ୧୫ ଡିଗ୍ରୀ ସେଲ୍‌ସିୟସ୍‌ ରହିଥାଏ। ତେଣୁ ନଭେମ୍ବର ଆରମ୍ଭରୁ ଶୀତ ଲହରୀ ପୂର୍ବାଭାସ ଦେଇଛି। ଶୀତକୁ ଦେଖି ଶୀତପୋଷାକ ବେପାରୀମାନେ ଛକ ବଜାରରେ ପସରା ଖୋଲିଲେଣି। ଦିଲ୍ଲୀ, ଲୁଧିଆନାରୁ ଶୀତ ପୋଷାକ ଆଣି ଏଠାରେ ବିକ୍ରି କରୁଛନ୍ତି। ଶୀତ ଯୋଗୁଁ ଚଳିତ ବର୍ଷ ଭଲ ବେପାର ହେବ ବୋଲି ସେମାନେ ଆଶା ବାନ୍ଧି ବସିଛନ୍ତି।

Share

Leave a Reply