ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସିଟି ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। କୋଭିଡ୍ କଟକଣା ସାଙ୍ଗକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ପରୀକ୍ଷା ଆରମ୍ଭ ହେଉଛି। ପାଳଲହଡ଼ା ଅଞ୍ଚଳରେ ୨ କୋଭିଡ୍ ପଜିଟିଭ୍ ପରୀକ୍ଷାର୍ଥୀ ମଧ୍ୟ ଛେଣ୍ତିପଦା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ସେମାନଙ୍କ ଭବିଷ୍ୟତକୁ ଦେଖି ସ୍ବତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛି।
ଅନୁଗୁଳରେ ସିଟି ପରୀକ୍ଷା ଆରମ୍ଭ
- Post published:November 10, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul