ଅନୁଗୁଳ: ବହୁ ଅପେକ୍ଷିତ ଅନୁଗୁଳ କ୍ରିକେଟ ସ˚ଘର ତ୍ରୟବାର୍ଷିକ ନିର୍ବାଚନ ପାଇଁ ଆଜି ୩୦ ଜଣିଆ ଚୂଡ଼ାନ୍ତ ଭୋଟର ତାଲିକା ଏବଂ ନିର୍ବାଚନ କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି। ସଭାପତି, ସ˚ପାଦକଙ୍କ ସମେତ ୨ଟି ଉପସଭାପତି, ୨ଟି ଯୁଗ୍ମ ସ˚ପାଦକ ଏବ˚ କୋଷାଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ହେବ। ୨୩ ଡିସେମ୍ବରରେ ନାମାଙ୍କନପତ୍ର ଦାଖଲ, ୨୪ ତାରିଖରେ ନାମାଙ୍କନ ପ୍ରତ୍ୟାହାର ଦିବସ ଥିବାବେଳେ ଜାନୁଆରି ୩ ତାରିଖରେ ଭୋଟ ଗ୍ରହଣ ସହ ଅପରାହ୍ଣରେ ଫଳାଫଳ ଘୋଷଣା କରାଯିବ।
ଅନୁଗୁଳ କ୍ରିକେଟ ସ˚ଘ ନିର୍ବାଚନ
- Post published:December 13, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul