ଅନୁଗୁଳ: ଅମଲାପଡ଼ା କେନାଲ୍ ରୋଡ୍ରୁ ଚନ୍ଦନ ନର୍ସି˚ ହୋମ୍ ଯାଏଁ ରାସ୍ତା କଡରେ ଥିବା ଅସ୍ଥାୟୀ ଦୋକାନ ଉଚ୍ଛେଦ ହୋଇଛି। ଏଠାରେ ପୂର୍ବରୁ ମାଛ, ମା˚ସ ବଜାର ଖୋଲିଥିଲା। ସେଗୁଡ଼ିକୁ ପୌରପାଳିକା ପକ୍ଷରୁ ଶନିବାର ହଟାଇ ଦିଆଯାଇଛି। ସ୍ବରେଜ୍ ବ୍ୟବସ୍ଥାର ଉନ୍ନତି ପାଇଁ ଏହି ଉଚ୍ଛେଦ ଅତି ଆବଶ୍ୟକ ଥିଲା ବୋଲି କହିଛନ୍ତି ପୌର କତ୍ତୃର୍ପକ୍ଷ। ପ୍ରାୟ ୧୫ଟି ଅସ୍ଥାୟୀ ଦୋକାନକୁ ଏଠାରୁ ଉଚ୍ଛେଦ କରାଯାଇଛି।
1
f600b249-5c54-442c-a949-d6bc81000fab