ଅନୁଗୁଳ: ରାଜ୍ୟ ସରକାର ୪ଟି କମର୍ସିଆଲ୍ କୋର୍ଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। କଟକ, ଭୁବନେଶ୍ବର, ବ୍ରହ୍ମପୁର ଏବ˚ ସମ୍ବଲପୁରରେ ଏହି କୋର୍ଟଗୁଡ଼ିକ ଖୋଲିବ। ଉଚ୍ଚ ନ୍ୟାୟାଳୟର ପରାମର୍ଶକ୍ରମେ ଏହି କୋର୍ଟଗୁଡ଼ିକ ଖୋଲିବାକୁ ଯାଉଛି। ତେବେ କଟକ କୋର୍ଟ ଅଧୀନରେ ଅନୁଗୁଳ, ଢେଙ୍କାନାଳ ଏବ˚ ଯାଜପୁର ଜିଲ୍ଲା ରହିବ। ବାଣିଜ୍ୟିକ କାରବାର ଜନିତ ମାମଲାର ଶୁଣାଣି ଏଠାରେ କରାଯିବ ବୋଲି ଜଣାଯାଇଛି।
ଖୁବ୍ ଶୀଘ୍ର ଖୋଲିବ ୪ଟି କମର୍ସିଆଲ୍ କୋର୍ଟ
- Post published:November 16, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul