ନଭେମ୍ବର ୧୯ରେ ଇ- ଟଏଲେଟର ଭିତ୍ତିପ୍ରସ୍ତର

You are currently viewing ନଭେମ୍ବର ୧୯ରେ  ଇ- ଟଏଲେଟର ଭିତ୍ତିପ୍ରସ୍ତର

ଅନୁଗୁଳ: ନଭେମ୍ବର ୧୯ ତାରିଖରେ ଅନୁଗୁଳ ଜିଲ୍ଲାର ପ୍ରଥମ ଇ-ଟଏଲଟ ସଞ୍ଜିବନୀ ମାର୍କେଟରେ ସ୍ଥାପନ ହେବ। ୟୁନିସେଫର ପରାମର୍ଶ ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ହେବାକୁ ଥିବା ଏହି ଟଏଲେଟରେ ସେନସରଯୁକ୍ତ ଅଟୋମେଟିକ କମାଣ୍ଡ ବ୍ୟବସ୍ଥା ରହିଛି l ଶୌଚାଳୟ ବ୍ୟବହାର ପାଇଁ ଟଙ୍କାକିଆ କଏନ ଦେଇ ଏହି ଟଏଲେଟକୁ ବ୍ୟବହାର କରିହେବ। ଭର୍ଚୁଆଲ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ଏହି ଇ-ଟଏଲେଟ ଏକ ସୁସ୍ଥ, ସୁନ୍ଦର ତଥା ଅନୁପମ ଅନୁଗୁଳ ଗଠନ ଦିଗରେ ସହାୟକ ହେବ ବୋଲି ଆଶା ପ୍ରକଟ କରାଯାଇଛି।

Share

Leave a Reply